ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର )ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ ହେଲେ। ବାଲେଶ୍ୱରରୁ ଗିରଫ କଲା କମିଶନରେଟ୍ ପୋଲିସ। ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ କଲା ପୋଲିସ। ଗତକାଲି ଅମରେଶଙ୍କୁ ଫେରାର କରାଇଥିବା ଅଭିଯୋଗରେ ୫ଜଣ ସହଯୋଗୀଙ୍କୁ ଗିରଫ କରି ଫରୱାର୍ଡ କରିଥିଲା ପୋଲିସ। ଗିରଫ ପରେ ଦଳରୁ ସସ୍ପେଣ୍ଡ ହେଲେ ଅମରେଶ। ବିଜେଡିରୁ ନିଲମ୍ବିତ ହେଲେ ଅମରେଶ ଜେନା। ଅମରେଶଙ୍କୁ ସସ୍ପେଣ୍ଡ କଲା ବିଜେଡି। ଅମରେଶ ଗିରଫ ହେବା ପରେ କାର୍ଯ୍ୟାନୁଷ୍ଠାନ କାର୍ବାଇ କରାଯିବ। ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଛନ୍ତି ଅମରେଶ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।