( ବିୟୁରୋ ରିପୋର୍ଟ )
ଚିଲିକା :ବାଲୁଗାଁ ଚିଲିକା ରାଣୀ ଇଂରାଜୀ ମାଧ୍ୟମିକ ସ୍କୁଲ ରେ ନୂତନ ଭାବେ ଯୋଗ ହେଲା ଏକାଦଶ ବିଜ୍ଞାନ ପାଠାଗାର l ପୂର୍ବରୁ ଏହି ଇଂରାଜୀ ମିଡ଼ିଅମ ସ୍କୁଲ ରେ ପ୍ରଥରୁ ଦଶମ ପର୍ଯ୍ୟନ୍ତ ରହିଥିବା ବେଳେ ଆଜି ଏହା ସହିତ ଜଡିତ ହେଲା ଏକାଦଶ l ଏହି ଉଦଘାଟନ ଉତ୍ସବ ରେ ଯୋଗ ଦେଲ ବାଲୁଗାଁ ନଗରପାଳିକା ଶ୍ରୀମତୀ ସୁକାନ୍ତି ପାଇକରାୟ, ଚିଲିକା ତହସିଲଦାର ଦିଲିପ କୁମାର ଷଡ଼ଙ୍ଗି , ପୂର୍ବତନ ଗୋଦାବରୀଶ ମହାବିଦ୍ୟାଳୟ ବାଣପୁର ର ପ୍ରିନସିପାଲ ବିଜୟ କୁମାର ନନ୍ଦ, ବାଣପୁର ଜାଭିଅର ସ୍କୁଲ ପ୍ରିନସିପାଲ ଶକ୍ତିପ୍ରସାଦ ମହାନ୍ତି, ଆଇ ଏନ ଏସ ଚିଲିକା କେନ୍ଦ୍ର ବିଦ୍ୟାଳୟର ପ୍ରିନସିପାଲ ସୁବ୍ରତ କୁମାର ବଳିୟାରସିଂ,ଚିଲିକାରାଣୀ ଇଂରାଜୀ ମିଡିୟମ ସ୍କୁଲ ପ୍ରିନସିପାଲ ନୀଳାଦ୍ରି ଭୂଷଣ ବେହେରା, ପ୍ରେସିଡେଣ୍ଟ କିରନ କୁମାର ପାତ୍ର, ଅରୁଣ କୁମାର ବରାଳ,ଓ କିଛି ଗାଡିଆନ ସମେତ ଅନ୍ୟମାନେ ଯୋଗ ଦେଇ ଆଗକୁ କେମିତି ଉର୍ନ୍ନତି ହୋଇପାରିବେ ସେହି ବିଷୟରେ ଆଲୋଚନା କରାଯାଇଥିଲା l


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.