ଖୋର୍ଦ୍ଧା ଜିଲ୍ଲା ଗତ କାଲି ବାଣପୁର ଥାନା ଭୀମପୁର ଗ୍ରାମର ରାଜେଶ ପ୍ରଧାନ(ସାଦୀପ ) ଏବଂ ରାଜେନ୍ଦ୍ର ସାହୁ(ଗୁଗୁଲି )ଙ୍କୁ ଦୁର୍ବୁତ୍ତମାନେ ପଲଟନ ପଡିଆଠାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଘଟଣାରେ ଆଜି ସାନହନ୍ତୁଆଡ ଗ୍ରାମର ତପନ ପାଇକରାୟ ଙ୍କୁ ଗିରଫ କରିବାରେ ସଫଳ ହୋଇଛି ବାଣପୁର ପୋଲିସ l ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭୁଯୁକ୍ତ ଙ୍କୁ ଅତି ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି l ଅଭିଯୁକ୍ତ ତପନ ପାଖରୁ ଗୋଟିଏ ଛୁରୀ ଜବତ ହୋଇଥିବା ସୂଚନା ମିଳିଛି. ବାଣପୁର କେସ ନମ୍ବର 225/23 ରେ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି!!



More Stories
ଖୋର୍ଦ୍ଧାରେ ଏକଦିବସୀୟ ଜୁନିଅର ରେଡ଼କ୍ରସ କର୍ମଶାଳା।
ଜଟଣୀ ମହାବିଦ୍ୟାଳୟରେ ବିଶ୍ବ ଏଡ଼ସ୍ ଦିବସ ପାଳିତ l
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।