ଖୋର୍ଦ୍ଧା ଜିଲ୍ଲା ଗତ କାଲି ବାଣପୁର ଥାନା ଭୀମପୁର ଗ୍ରାମର ରାଜେଶ ପ୍ରଧାନ(ସାଦୀପ ) ଏବଂ ରାଜେନ୍ଦ୍ର ସାହୁ(ଗୁଗୁଲି )ଙ୍କୁ ଦୁର୍ବୁତ୍ତମାନେ ପଲଟନ ପଡିଆଠାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଘଟଣାରେ ଆଜି ସାନହନ୍ତୁଆଡ ଗ୍ରାମର ତପନ ପାଇକରାୟ ଙ୍କୁ ଗିରଫ କରିବାରେ ସଫଳ ହୋଇଛି ବାଣପୁର ପୋଲିସ l ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭୁଯୁକ୍ତ ଙ୍କୁ ଅତି ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି l ଅଭିଯୁକ୍ତ ତପନ ପାଖରୁ ଗୋଟିଏ ଛୁରୀ ଜବତ ହୋଇଥିବା ସୂଚନା ମିଳିଛି. ବାଣପୁର କେସ ନମ୍ବର 225/23 ରେ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି!!



More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l