ବୌଦ୍ଧ (ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ ଅଧିନସ୍ତ ସୁରୁଣ୍ଡି ଗ୍ରାମରେ 10,00000/- ଟଙ୍କା ବ୍ୟୟ ଅଟକଳରେ ଏକ ଶାବଦାହ ଗୃହ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଥିଲା l ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର କିଛି ଦିନ ପରେ ଗ୍ରାମର ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ଯୋଗୁଁ ଗ୍ରାମରେ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି ଯାହାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଉଛି l ଶବଦାହ ଗୃହ ନିର୍ମାଣ କାର୍ଯ୍ୟ ଆଦୌ ଆଗକୁ ଆଗେଇ ପାରୁନଥିବାବେଳେ ଗ୍ରାମର ଜନତା ଶବଦାହ କାର୍ଯ୍ୟ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ତେଣୁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଯୁଦ୍ଧକାଳୀନଭିତିରେ ନିର୍ମାଣକାର୍ଯ୍ୟ ଆରମ୍ଭ କରିବା ପାଇଁ ଗ୍ରାମର ଯୁବ ସମାଜସେବୀ ସର୍ବେଶ୍ୱର କ୍ଷେତିଙ୍କ ସହ ଗ୍ରାମବାସୀବୃନ୍ଦ ପ୍ରଶାସନ ନିକଟରେ ଦାବି ରଖିଛନ୍ତି l
More Stories
ଦୁଃଖିନୀ ରୋଗାଗ୍ରସ୍ତ ସୁମିତ୍ରା ଙ୍କ ପାଖରେ ପହଞ୍ଚିଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ର କର୍ମକର୍ତ୍ତା l
୧୮ତମ ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ସମାରୋହ ।
ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣ ମିଶ୍ର ଜୟନ୍ତୀ ସମାରୋହ