ଘିଅଖଲା ମଠପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l

ଚିଲିକା (ଆମ ଓଡିଶା ଖବର )ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଘିଅଖଲା ମଠପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଜି ନିରାପତ୍ତା ପ୍ରାଥମିକ ଉପଚାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ସମାଜସେବୀ ଅନନ୍ତ ଚରଣ ଖଟେଇ ଓ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ମନ୍ଦାକିନୀ ଦାଶ ତତ୍ୱାବଧନାରେ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.

ଜଣକୁ ହାର୍ଦଷ୍ଟୋକ ମାରିଲେ ସଂଗେସଂଗେ ତାକୁ ବଞ୍ଚାଇବାକୁ ଚେଷ୍ଟା କରାଯିବ ଓ ଜଣଙ୍କର ଦୁର୍ଘଣଣା ଘଟିଲେ ବ୍ୟକ୍ତି ଜଣଙ୍କୁ ମେଡିକାଲ ନେବା ତା ସହିତ ଘରେ ଗ୍ୟାସ ସିଲିଣ୍ଡର ରେ ନିଆଁ ଲାଗିଲେ ତୁରନ୍ତ 112 କୁ ଫୋନ କରି ଅଗ୍ନିଶମ କୁ ଡାକିବା ଭଳି ପିଲାମାନଙ୍କୁ ସଚେତନ କରାଯାଇଥିଲା l

ସ୍କୁଲ ପରିଚଳନା କମିଟିର ସଭାପତି ବସୁଦେବ ପ୍ରଧାନ. ମୋ ସ୍କୁଲର ପରିଚାଳନା କମିଟିର ସଭାପତି, ଅଭିମନୟୁ ସାହୁ. ଚିଲିକା ସହ ଶିକ୍ଷାଧିକାରୀ . କଣ୍ଡୁରୀ ଚରଣ ପ୍ରଧାନ.ଶିକ୍ଷକ କିଶୋର ଚନ୍ଦ୍ର ସ୍ୱାଇଁ. ବସନ୍ତ କୁମାର ନାୟକ. ଶିକ୍ଷୟତ୍ରୀ ସରୋଜିନୀ ଦାଶ. ନଳିନୀ କେରକେଟା.ସହକାରୀ ଶିକ୍ଷୟତ୍ରୀ ମନଶା ଦେବି ଦାଶ.ପୂର୍ବତନ crcc ସୀଙ୍ଗେଶ୍ୱର ପାଣ୍ଡଵ ବିଶ୍ୱାଳ. ବାଲୁଗାଁ ଦମକଳ ବାହିନୀର ମୁଖ୍ୟ ଆଗନିକ ରତ୍ନାକର ବାରିକ ଏଭଂ ଅଗ୍ନିଶମ ଟିମର ସଦସ୍ୟ.ଆମରଜୋତି ଭୋଇ. ରାଜେଶ ମହାରଣା. ଜ୍ଞାନରଞ୍ଜନ ବେହେରା. ସୂର୍ଯ୍ୟକାନ୍ତ ସାମଲ ଓ କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ଭାବେ ଯୋଗଦେଇଥିବା ସାମ୍ବାଦିକ ବିଷ୍ଣୁ ଖୁଣ୍ଟିଆ. ସେକ ରୋୖସନ ଗୋବିନ୍ଦ ଚନ୍ଦ୍ର ଜାଲି.ସଚେତନ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ l

error: Content is protected !!