ରିପୋର୍ଟର : ମୋହନଲାଲ ସୁନାନୀ, ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଜଣେ ବ୍ୟକ୍ତି ଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ଚାନ୍ଦାହାଣ୍ଡି ଥାନା ଅନ୍ତର୍ଗତ ନୂଆପଡା ଗ୍ରାମର ତ୍ରିନାଥ ପାଣ୍ଡେ (୩୦)ବୋଲି ଜଣାପଡିଛି।ସୂଚନା ମୁତାବକ ମୃତକ ଜଣକ ନିଜ ସମ୍ପର୍କୀୟ ସାଙ୍ଗରେ ନବରଙ୍ଗପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପରୀକ୍ଷା ଦେବା କୁ ଯାଉଥିବା ବେଳେ ଗାଁ ରୁ ଅଳ୍ପ ଦୂର ଯିବା ବାଟରେ ସ୍କୁଟି ଟି ଭାରସାମ୍ୟ ହରାଇ ଦୁହେଁ ଛିଟିକି ପଡିଥିବା ବେଳେ ତ୍ରିନାଥ ଅତି ଗୁରୁତ୍ୱ ହୋଇ ପଡ଼ିଥିଲେ।ଗୁରୁତର ଅବସ୍ଥାରେ ଧର୍ମଗଡ଼ ଡାକ୍ତରଖାନାକୁ ଅଣା ଯାଇଥିଲା ଡାକ୍ତର ତାଙ୍କର ମୃତ୍ୟୁ ହୋଇ ଥିବା ଘୋଷଣା କରିଥିଲେ l
ସଡକ ଦୁର୍ଘଟଣାରେ ଜଣକର ମୃତ l


More Stories
ট্রাস্ট টাউন ওয়েলফেয়ার সোসাইটির দ্বিতীয় সাধারণ পরিষদ সভা অনুষ্ঠিত হয়।
ବରିଷ୍ଠ ସାମ୍ବାଦିକଙ୍କ ବିୟୋଗରେ ଖୋର୍ଦ୍ଧାଜିଲ୍ଲା ଗଣମାଧ୍ୟମ ପ୍ରତିନିଧିମାନେ ଦୁଃଖିତ।
ବି.ନୂଆଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ପିଏମଶ୍ରୀ ବାର୍ଷିକ ଉତ୍ସବ l