ରିପୋର୍ଟ -ଜଗନ୍ନାଥ ମହାନ୍ତ
ତେଲକୋଇ -କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଟଣ ପଞ୍ଚାୟତ ଅନ୍ତର୍ଗତ ବେଣିଡିହି ଗ୍ରାମରେ ସାପ କାମୁଡାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।ମୃତକ ଜଣକ ହେଲେ ଦିଗ ସନଙ୍ଗୀ। ଗତକାଲି ରାତିରେ ସ୍ବାମୀ ସ୍ତ୍ରୀ ଘର ଚଟାଣରେ ଶୋଇଥିବା ବେଳେ ଏକ ପାହାଡିଆ ଚିତି ସାପ କାମୁଡି ଦେଇଥିଲା।ପରିବାର ଲୋକେ ସେ ସାପଟିକୁ ଧରି ମାରି ଦେଇଥିଲେ।ପରେ ଗୁଣିଆ ଦ୍ବାରା ଝଡାଫୁଙ୍କା କରିଥିଲେ।ସେଥିରେ ବିଫଳ ହେବାରୁ ତେଲକୋଇ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି l


More Stories
ବି.ନୂଆଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ପିଏମଶ୍ରୀ ବାର୍ଷିକ ଉତ୍ସବ l
ଓଡ଼ିଆ ପକ୍ଷ ପାଳନ ଅବସରରେ ୨୮ୟୁନିଟ ରକ୍ତ ସଂଗ୍ରହ l
ट्रस्ट टाउन वेलफेयर सोसाइटी की दूसरी आम सभा की बैठक।