ଆନ୍ଦୋଳନକୁ ଓହ୍ଲାଇବ ଆଞ୍ଚଳିକ ବିଦ୍ୟୁତ କ୍ରିୟାନୁଷ୍ଠାନ କମିଟି ।

ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ

ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଟାଙ୍ଗୀ ଖୋର୍ଦ୍ଧା ରାମମନ୍ଦିର ପ୍ରାଙ୍ଗଣରେ ଆଞ୍ଚଳିକ ବିଦୁ୍ତ କ୍ରିୟାନୁଷ୍ଠାନ କମିଟି ର ଆଵାହ ବିଜୟ କୁମାର ପାଲଟା ସିଂ ଆବାହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ସଭାପତି ବିପିନ କୁମାର ଜୟସିଂହ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ୧୨ ଟି ପଞ୍ଚାୟତ ର ଜନ ପ୍ରତିନିଧି ସରପଞ୍ଚ ଠାରୁ ଆରମ୍ଭ କରି word ମେମ୍ବର ଓ ସ୍ଥାନୀୟ ଅଳର ଉପଭୋକ୍ତା ଙ୍କ ଉପସ୍ଥିତି ରେ ଏକ ବିଦ୍ୟୁତ୍ ବିଭାଗ ର ମନମୁଖୀ କାର୍ଯ୍ୟ ପାଇଁ ବୈଠକ ରେ ଆଲୋଚନା ହୋଇଯାଇଛି। ପୁର୍ବରୁ ବିଦୁ୍ତ ବିଭାଗ ର ଉଚ ପଦସ୍ଥ ଅଧିକାରୀଙ୍କୁ ଦାବିପତ୍ର ଦିଆଯିବା ସହ ସ୍ଥାନୀୟ ବିଧାୟକ ଙ୍କୁ ମଧ୍ୟ ଏଥିରୁ ଦାବିପତ୍ର ଦେବା ବାଦ୍ ପଡିନଥିବା ବେଳେ ଏହା ବିଦୁ୍ତ ବିଭାଗ ଉପରେ କୈାଣସି ପ୍ରଭାଵ ପଡୁଥିବା ଆଲୋଚନା ହୋଇଯାଇଛି  ତେଣୁ ଆଜି ବିଦୁ୍ତ କ୍ରିୟାନୁଷ୍ଠାନ କମିଟି ଆଞ୍ଚଳିକ ର ସମସ୍ତ କର୍ମକର୍ତ୍ତା ନିଷ୍ପତ୍ତି ନେଇଛନ୍ତି ଆସନ୍ତା ୩୧ ତାରିଖ ନିରାକାରପୁର ଗଣେଶ ପଡ଼ିଆ ରେ ଏକତ୍ରିତ ହୋଇ  ଆନ୍ଦୋଳନାତ୍ମକ ପଦକ୍ଷେପ ନେବାପାଇଁ କମିଟି ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇଛି ଆସନ୍ତା ବୈଠକ ରେ ପ୍ରାୟ ପ୍ରତ୍ୟେକ ପଞ୍ଚାୟତ ରୁ ୨୦୦ ରୁ ଉର୍ଦ୍ଧ୍ୱ ଉପଭୋକ୍ତା ଙ୍କୁ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ଦାବି ପୂରଣ ନହେଲେ ଆମ ଜନପ୍ରତିନିଧି ହେଵା ଧିକ୍ ବୋଲି ଆଵଆହ ବିଜୟ କୁମାର ପାଲଟା ସିଂ ନିଜକୁ ସାଧାରଣ ଲୋକଙ୍କ ପାଖରେ ମୁଁ ଅସମର୍ଥ।

error: Content is protected !!