ଟାଙ୍ଗୀ (ଆମ ଓଡ଼ିଶା ଖବର )ଜରୁରୀକାଳୀନ ସ୍ଥିତି ହେଉ ଅବା ସେଭଳି କୈ।ଣସି ଦୁର୍ଗମ ଅଞ୍ଚଳ ହେଉ , ଯେଉଁଠି ରାସ୍ତାର କୈ।ଣସି ଅବ୍ୟବସ୍ଥା ଥିବ ଠିକ୍ ସେହି ସମୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବାର ଆବଶ୍ୟକତା ଥିବ , ସେତେବେଳେ କିଭଳି ଚଟାପଟ୍ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇ ପାରିବ ! ସେଥିପାଇଁ ଭୁବନେଶ୍ୱର ଏମ୍ସ ମେଡିକାଲ ପକ୍ଷରୁ ଏକ ଟ୍ରାଏଲ୍ ରନ୍ ବ୍ୟବସ୍ଥା କରାଯାଇଥିଲା । ଡ୍ରୋନ୍ କ୍ୟାମେରା ମାଧ୍ୟମରେ ରକ୍ତ ହେଉ ଅବା ମେଡିସିନ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯୋଗାଇ ଦିଆଯିବ । ଯାହାକି ଆଜି ଏହି ଡ୍ରୋନ୍ କ୍ୟାମେରା ଦ୍ୱାରା ଟ୍ରାଏଲ୍ ରନ୍ ସଫଳ ହୋଇଛି । ଦୀର୍ଘ ୬୦/୭୦ କିଲୋମିଟର ରାସ୍ତାକୁ ଅତିକ୍ରମ କରି ସଫଳ ହୋଇଛି ଡ୍ରୋନ୍ କ୍ୟାମେରା ।
ଭୁବନେଶ୍ୱର ଏମ୍ସ ମେଡିକାଲ ରୁ ଏକ ରକ୍ତ ୟୁନିଟ ପ୍ୟାକେଟ୍ ଧରି ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ପହଞ୍ଚିଲା ଏହି ଡ୍ରୋନ୍ କ୍ୟାମେରା , ପୁଣି ଟାଙ୍ଗୀ ସରକାରୀ ମେଡିକାଲ ରୁ ଆଉ ଏକ ୟୁନିଟ ରକ୍ତ ଧରି ଡ୍ରୋନ୍ କ୍ୟାମେରା ଭୁବନେଶ୍ବର ରେ ପହଞ୍ଚିବାରେ ସଫଳତା ପାଇଛି ବୋଲି ଟାଙ୍ଗୀ ଡାକ୍ତରଖାନାର ସୁପରିନ୍-ଟେଣ୍ଡେଟ୍ ସୂଚନା ଦେଇଛନ୍ତି । ଏହା ଟ୍ରାଏଲ୍ ବେସ୍ କରାଯାଇ ଥିଲା । ଏହି ଦୃଶ୍ୟ ଆମେମାନେ ଫିଲ୍ମରେ ଦେଖିଥିଲେ ମାତ୍ର ଆଜି ନିଜେ ଦେଖିଲେ ।
## ସ୍ୱାସ୍ଥ୍ୟ ସେବାରେ ଆଉ ଏକ ମାଇଲ୍ ଖୁଣ୍ଟ ଅତିକ୍ରମ କଲା ଭୁବନେଶ୍ୱର ଏମ୍ସ୍ । ଓଡିଶାରେ ଏହା ପ୍ରଥମ ଘଟଣା ବୋଲି କହିପାରିବା ।
ଭୁବନେଶ୍ୱର ଏମ୍ସ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହି ନୂଆ ଟେକ୍ନୋଲୋଜି ବ୍ୟବହାର କରି ସଫଳତା ପାଇଛୀ । ଟ୍ରାଏଲ୍-ରନ୍ ରେ ଆଜି ଭୁବନେଶ୍ୱର ଏମ୍ସ ରୁ ଟାଙ୍ଗୀ ମେଡିକାଲ କୁ ଡ୍ରୋନ୍ ଯୋଗେ ଆସିଥିଲା ରକ୍ତ । ପୁଣି ଟାଙ୍ଗୀ ମେଡିକାଲ ରୁ ମଧ୍ୟ ଡ୍ରୋନ୍ କ୍ୟାମେରା ରେ ରକ୍ତ ଯାଇଥିଲା ଭୁବନେଶ୍ୱର ଏମ୍ସ୍ , ଯାହା ସଫଳ ହୋଇଛି ।
ଜରୁରୀକାଳୀନ ସ୍ଥିତି ହେଉ ଅବା ସେଭଳି କୈ।ଣସି ଦୁର୍ଗମ ଅଞ୍ଚଳ ହେଉ , ଯେଉଁଠି ରାସ୍ତାର କୈ।ଣସି ଅବ୍ୟବସ୍ଥା ଥିବ ଠିକ୍ ସେହି ସମୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବାର ଆବଶ୍ୟକତା ଥିବ , ସେତେବେଳେ କିଭଳି ଚଟାପଟ୍ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇ ପାରିବ ! ସେଥିପାଇଁ ଭୁବନେଶ୍ୱର ଏମ୍ସ ମେଡିକାଲ ପକ୍ଷରୁ ଏକ ଟ୍ରାଏଲ୍ ରନ୍ ବ୍ୟବସ୍ଥା କରାଯାଇଥିଲା । ଡ୍ରୋନ୍ କ୍ୟାମେରା ମାଧ୍ୟମରେ ରକ୍ତ ହେଉ ଅବା ମେଡିସିନ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯୋଗାଇ ଦିଆଯିବ । ଯାହାକି ଆଜି ଏହି ଡ୍ରୋନ୍ କ୍ୟାମେରା ଦ୍ୱାରା ଟ୍ରାଏଲ୍ ରନ୍ ସଫଳ ହୋଇଛି । ଦୀର୍ଘ ୬୦/୭୦ କିଲୋମିଟର ରାସ୍ତାକୁ ଅତିକ୍ରମ କରି ସଫଳ ହୋଇଛି ଡ୍ରୋନ୍ କ୍ୟାମେରା ।
ଭୁବନେଶ୍ୱର ଏମ୍ସ ମେଡିକାଲ ରୁ ଏକ ରକ୍ତ ୟୁନିଟ ପ୍ୟାକେଟ୍ ଧରି ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ପହଞ୍ଚିଲା ଏହି ଡ୍ରୋନ୍ କ୍ୟାମେରା , ପୁଣି ଟାଙ୍ଗୀ ସରକାରୀ ମେଡିକାଲ ରୁ ଆଉ ଏକ ୟୁନିଟ ରକ୍ତ ଧରି ଡ୍ରୋନ୍ କ୍ୟାମେରା ଭୁବନେଶ୍ବର ରେ ପହଞ୍ଚିବାରେ ସଫଳତା ପାଇଛି ବୋଲି ଟାଙ୍ଗୀ ଡାକ୍ତରଖାନାର ସୁପରିନ୍-ଟେଣ୍ଡେଟ୍ ସୂଚନା ଦେଇଛନ୍ତି । ଏହା ଟ୍ରାଏଲ୍ ବେସ୍ କରାଯାଇ ଥିଲା । ଏହି ଦୃଶ୍ୟ ଆମେମାନେ ଫିଲ୍ମରେ ଦେଖିଥିଲେ ମାତ୍ର ଆଜି ନିଜେ ଦେଖିଲେ ।
## ସ୍ୱାସ୍ଥ୍ୟ ସେବାରେ ଆଉ ଏକ ମାଇଲ୍ ଖୁଣ୍ଟ ଅତିକ୍ରମ କଲା ଭୁବନେଶ୍ୱର ଏମ୍ସ୍ । ଓଡିଶାରେ ଏହା ପ୍ରଥମ ଘଟଣା ବୋଲି କହିପାରିବା ।
ଭୁବନେଶ୍ୱର ଏମ୍ସ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହି ନୂଆ ଟେକ୍ନୋଲୋଜି ବ୍ୟବହାର କରି ସଫଳତା ପାଇଛୀ । ଟ୍ରାଏଲ୍-ରନ୍ ରେ ଆଜି ଭୁବନେଶ୍ୱର ଏମ୍ସ ରୁ ଟାଙ୍ଗୀ ମେଡିକାଲ କୁ ଡ୍ରୋନ୍ ଯୋଗେ ଆସିଥିଲା ରକ୍ତ । ପୁଣି ଟାଙ୍ଗୀ ମେଡିକାଲ ରୁ ମଧ୍ୟ ଡ୍ରୋନ୍ କ୍ୟାମେରା ରେ ରକ୍ତ ଯାଇଥିଲା ଭୁବନେଶ୍ୱର ଏମ୍ସ୍ , ଯାହା ସଫଳ ହୋଇଛି ।
More Stories
ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ଦିଅ, ନଚେତ ରାଜରାସ୍ତାକୁ ଓଲ୍ହାଇବୁ :ଚେତାବନୀ ଦେଲେ ଜନ ପ୍ରତିନିଧି
ହରିରାଜପୁର ମେଳଣ ପଡିଆ ସଫାକଲେ ବରିଷ୍ଠ ନାଗରିକ ବୁଦ୍ଧିଜୀବୀ ଯୁବ ସ୍ଵେଚ୍ଛାସେବୀ ଓ ସାମ୍ବାଦିକ।
ଲୁଟେରାଙ୍କ ଦ୍ୱାରା ଶିକାର ହେଲେ ମହିଳା।