ଖୋର୍ଦ୍ଧା,(ଆମ ଓଡ଼ିଶା ଖବର ) ଖୋର୍ଦ୍ଧା ଜିଲ୍ଲା ଶରଧାପୁର ବାସିନ୍ଦା ମହମ୍ମଦ ଅକ୍ତାରଙ୍କ ର ହୃଦ୍ଘାତରେ ପରଲୋକ ହୋଇଛି! ତାଙ୍କୁ ୬୩, ବର୍ଷ ବୟସ ହୋଇଥିଲା। ସେ ହୃଦ୍ଘାତରେ ପୀଡ଼ିତ ଥିଲେ। ସେ କଟକ ମେଡିକାଲ୍ରେ ଚିକିସ୍ଥିତ ହେଉଥିଲେ । ସେ ଜଣେ ମେଳାପି ଓ ଖୋର୍ଦ୍ଧା ଅଞ୍ଚଳରେ ଜଣେ ଭଲ ସଂଗଠକ ଭାବେ ବେଶ ପରିଚିତ ଥିଲେ । ଖୋର୍ଦ୍ଧା ଘରୋଇ ବସ୍ କର୍ମଚାରୀ ସଂଘର ସମ୍ପାଦକ ଭାବେ ଦାୟିତ୍ଵ ତୁଲାଇଥିଲେ। ତାଙ୍କ ପରଲୋକରେ ଅଞ୍ଚଳ ବାସି ଓ ସଂଗଠନ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି I ସଂଗଠନ ପକ୍ଷରୁ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଯାଇଛି ।
ବିୟୁରୋ ରିପୋର୍ଟ ଆମ ଓଡ଼ିଶା ଖବର
ع


More Stories
ଖୋର୍ଦ୍ଧାରେ ଏକଦିବସୀୟ ଜୁନିଅର ରେଡ଼କ୍ରସ କର୍ମଶାଳା।
ଜଟଣୀ ମହାବିଦ୍ୟାଳୟରେ ବିଶ୍ବ ଏଡ଼ସ୍ ଦିବସ ପାଳିତ l
ଜଟଣୀ ତ୍ରୟୋବିଂଶ ପୁସ୍ତକମେଳା ୨୦୨୫ ପାଇଁ ସାମ୍ବାଦିକ ସମ୍ମିଳନୀ ।