ଖୋର୍ଦ୍ଧା,(ଆମ ଓଡ଼ିଶା ଖବର ) ଖୋର୍ଦ୍ଧା ଜିଲ୍ଲା ଶରଧାପୁର ବାସିନ୍ଦା ମହମ୍ମଦ ଅକ୍ତାରଙ୍କ ର ହୃଦ୍ଘାତରେ ପରଲୋକ ହୋଇଛି! ତାଙ୍କୁ ୬୩, ବର୍ଷ ବୟସ ହୋଇଥିଲା। ସେ ହୃଦ୍ଘାତରେ ପୀଡ଼ିତ ଥିଲେ। ସେ କଟକ ମେଡିକାଲ୍ରେ ଚିକିସ୍ଥିତ ହେଉଥିଲେ । ସେ ଜଣେ ମେଳାପି ଓ ଖୋର୍ଦ୍ଧା ଅଞ୍ଚଳରେ ଜଣେ ଭଲ ସଂଗଠକ ଭାବେ ବେଶ ପରିଚିତ ଥିଲେ । ଖୋର୍ଦ୍ଧା ଘରୋଇ ବସ୍ କର୍ମଚାରୀ ସଂଘର ସମ୍ପାଦକ ଭାବେ ଦାୟିତ୍ଵ ତୁଲାଇଥିଲେ। ତାଙ୍କ ପରଲୋକରେ ଅଞ୍ଚଳ ବାସି ଓ ସଂଗଠନ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି I ସଂଗଠନ ପକ୍ଷରୁ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଯାଇଛି ।
ବିୟୁରୋ ରିପୋର୍ଟ ଆମ ଓଡ଼ିଶା ଖବର
ع


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.