ରେପୋର୍ଟ: (ପ୍ରଦିପ ସେଠିଆ)
ଧର୍ମଗଡ,ବେହେରା ,୧୧/୮ ,ଧର୍ମଗଡ ବ୍ଲକ ଅଧିନ ଛଞ୍ଚାଣ ବହାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଉଦ୍ଧର କରିଛି କୋକସରା ପୋଲିସ। ମୃତ ବ୍ୟକ୍ତି ଜଣକ ଉକ୍ତ ଗ୍ରାମର ମସ୍ତ ରାମ ହେର୍ନା (୫୫) ନିଜ ସ୍ତ୍ରୀ ଙ୍କ ମୃତ୍ୟୁ ପରେ ମାନସିକ ଭାରସ୍ୟମ୍ୟ ହରାଇ ବସି ଥିବା ବେଳେ ନିଜ ଦୁଇ ପୁଅ ଓ ବୋହୂ ସହ ଚାଷ କାମ କରି ଫେରି ଶଶୁର ବେକରେ ଏକ ଦଉଡ଼ି ଲଗାଇଥିବା ଦେଖିଥିଲା। କୋକସରା ପୋଲିସ ଖବର କରିବା ସହ ବ୍ୟବଛେଦ ପାଇଁ କୋକସରା ଡାକ୍ତରଖାନା ପଠାଇଥିବା ଜଣାପଡ଼ୁଛି।ଏହା କୁ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।


More Stories
Prof. Dr. Sanatan Behera caught taking bribe in vigilance net
Interstate Arms License Racket Busted by Rourkela Police.
ବାଇକ ସହ ସ୍କୁଟି ମୁହାଁମୁହିଁ ଧକ୍କା,ଦୁଇ ମୃତ, ଜଣେ ଗୁରୁତର, ଦୁଇ ଆହତ l