ପୁରୀ (ଆମ ଓଡ଼ିଶା ଖବର )ପୁରୀ ସହରରେ ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ଢଙ୍ଗ ରେ ବାଇକ ଚୋରି କରି ନେବାର ସଫଳ ହେଉଥିଲେ ଲୁଟେରା ସୂଚନା ଅନୁଯାୟୀ ପୁରୀ ର ଶ୍ରୀମନ୍ଦିର , ସମୂଦ୍ର କୂଳ ନିକଟରୁ ଲୁଟି ନେଉଥିଲେ ବାଇକ । ଗିରଫ ଅଭିଯୁକ୍ତ ହେଲେ ସଦର ଥାନା ଅନ୍ତର୍ଗତ ଶ୍ରୀକାନ୍ତ ମହାପାତ୍ର ଓରଫ ଜଗା ,ବାଦଲ ଭୋଇ , ବ୍ରହ୍ମଗିରି ଥାନା ଅନ୍ତର୍ଗତ ସଞ୍ଜୟ କୁମାର ସାହୁ । ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୫୮/୨୪ ରୁଜୁ ହେବା ସହ ,ଅଭିଯୁକ୍ତ ମାନଙ୍କ ନିକଟରୁ ଦୁଇଟି ବାଇକ ଜବତ କରିଛି ପୁରୀ ଟାଉନ ପୋଲିସ । ଅଭିଯୁକ୍ତ ମାନଙ୍କର କୋର୍ଟରେ ଜାମିନ ନା ମଞ୍ଜୁର ହେବାରୁ ଜେଲ ପଠାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ସୁନୀଲ ପ୍ରଧାନ ।
ପୁରୀ ଟାଉନ ଥାନା ପୋଲିସ ଦ୍ୱାରା ୩ଜଣ ବାଇକ ଲୁଟେରା ଗିରଫ l


More Stories
Prof. Dr. Sanatan Behera caught taking bribe in vigilance net
Interstate Arms License Racket Busted by Rourkela Police.
ବାଇକ ସହ ସ୍କୁଟି ମୁହାଁମୁହିଁ ଧକ୍କା,ଦୁଇ ମୃତ, ଜଣେ ଗୁରୁତର, ଦୁଇ ଆହତ l