ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ନିଜ ଘରୁ ଦମ୍ପତି ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ଟାଙ୍ଗୀ ପୋଲିସ । ଉଭୟ ଦମ୍ପଦି ନିଜେ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳୁଛି । ଦମ୍ପତି ହେଉଛନ୍ତି ଟାଙ୍ଗୀ ସିନେମାହଲ୍ ଛକ ନିକଟରେ ନିଜ ଘରେ ରହୁଥିଲେ ଦମ୍ପତି । ମୃତ ଦମ୍ପତି ହେଉଛନ୍ତି ଦୁର୍ଗା ଚରଣ ପୃଷ୍ଟି ଏବଂ ତାଙ୍କର ପତ୍ନୀ । ଏ ସମ୍ପର୍କରେ ସଙ୍ଗେ ସଙ୍ଗେ ଖବର ପାଇ ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହିତ ମୃତ୍ୟୁ ର କାରଣ ଖୋଜୁଛି । ଦମ୍ପଦି ଙ୍କ ଆତ୍ମହତ୍ୟା ମାନସିକ ଚାପ ଯୋଗୁଁ ହୋଇଥାଇ ପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି ।
ହାତ ଧରାଧରି ହୋଇ ଚାଲିଗଲେ ଦମ୍ପତି l

More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l