
ବ୍ରହ୍ମପୁର ସହରର ନୀଳକଣ୍ଠେଶ୍ଵର ସ୍ମଶାନରେ ତା-24/08/25 ରିଖ ରବିବାର ଦିନ ରବିନ୍ ରୁଢ ଆର୍ମି ଏବଂ ସିଲ୍କ୍ ସିଟି ଇଭିଏଇସ୍ Walkers କ୍ଲବ ତରଫରୁ ନୀଳକଣ୍ଠେଶ୍ଵର ସ୍ମଶାନ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ରବିନ୍ ରୁଢ ଆର୍ମିର ମୁଖ୍ୟ ଅତିଥି ଭାବେ ଡଃ ନକୁଳ ସାହୁ, ଡଃ ସୁଜିତ୍ ପାଣିଗ୍ରାହୀ, ଦୁର୍ଗା ପଣ୍ଡା, ପରିଚାଳନା ଦାୟିତ୍ବରେ ମନୋଜ କୁମାର ମହାପାତ୍ର, ସୁଧିର ବିଶୋଇ ,ଆକାଶ ତ୍ରିପାଠୀ, ବଂଶୀଧର ଦାସ ସେହିପରି Walkers କ୍ଲବରୁ ଏମ୍ ଗୈାରୀ ସୁଙ୍କୁରୁ, ବିପି ସୁବୁଦ୍ଧି,କେ ଅରୁଣା, କେ ମଲ୍ଲିକ ଅର୍ଜୁନା, ଏମ୍ ରୁପା, ଏମ୍ ଲୋକନାଥ, ତୁଳସୀ କାର୍ଯ୍ୟକ୍ରମରେଯୋଗଦେଇଥିଲେ।

ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।
More Stories
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ
ଜିଲ୍ଲା ଡେଫ ଏବଂ ଡମ ସଂଘ ତରଫରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ l
ପୋଖରୀରେ ବୁଡି ବୃଦ୍ଧ ମୃତ୍ୟୁ