
ବ୍ରହ୍ମପୁର ସହରର ନୀଳକଣ୍ଠେଶ୍ଵର ସ୍ମଶାନରେ ତା-24/08/25 ରିଖ ରବିବାର ଦିନ ରବିନ୍ ରୁଢ ଆର୍ମି ଏବଂ ସିଲ୍କ୍ ସିଟି ଇଭିଏଇସ୍ Walkers କ୍ଲବ ତରଫରୁ ନୀଳକଣ୍ଠେଶ୍ଵର ସ୍ମଶାନ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ରବିନ୍ ରୁଢ ଆର୍ମିର ମୁଖ୍ୟ ଅତିଥି ଭାବେ ଡଃ ନକୁଳ ସାହୁ, ଡଃ ସୁଜିତ୍ ପାଣିଗ୍ରାହୀ, ଦୁର୍ଗା ପଣ୍ଡା, ପରିଚାଳନା ଦାୟିତ୍ବରେ ମନୋଜ କୁମାର ମହାପାତ୍ର, ସୁଧିର ବିଶୋଇ ,ଆକାଶ ତ୍ରିପାଠୀ, ବଂଶୀଧର ଦାସ ସେହିପରି Walkers କ୍ଲବରୁ ଏମ୍ ଗୈାରୀ ସୁଙ୍କୁରୁ, ବିପି ସୁବୁଦ୍ଧି,କେ ଅରୁଣା, କେ ମଲ୍ଲିକ ଅର୍ଜୁନା, ଏମ୍ ରୁପା, ଏମ୍ ଲୋକନାଥ, ତୁଳସୀ କାର୍ଯ୍ୟକ୍ରମରେଯୋଗଦେଇଥିଲେ।

ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l