ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସ, ସଂହିତା ଓ ଦତ୍ତ କୌସ୍ତୁଭମ୍ ଗ୍ରନ୍ଥର ଲୋକାର୍ପଣ ଉତ୍ସବ।

ଖୋର୍ଦ୍ଧା, “ଆମ ଓଡ଼ିଶା ଖବର”
୦୫ ସେପ୍ଟେମ୍ବର ୨୦୨୫ ରେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ୍ ପାଳିଲେ ଗ୍ରନ୍ଥ ଲୋକାର୍ପଣ ଉତ୍ସବ। କାର୍ଯ୍ୟକ୍ରମଟି ଶ୍ରୀ ଚୈତନ୍ଯ ବିହାର ପରିସଂସ୍ଥା ଶ୍ରୀଗୌର ଜଗନ୍ନାଥ ମନ୍ଦିରରେ। ଯୋଗଦାନ କରିଥିଲ, ବିଶିଷ୍ଟ ବୈଷ୍ଣବ କବି ତଥା ପ୍ରଶାସକ, ଶିକ୍ଷାବିତ, ବୈଷ୍ଣବାଚର୍ୟ, ଗୌଡ଼ିୟ ମଠ ମିଶନ ଓ ଇସ୍କନର ଗୁରୁଣା°ଗୁରୁ ଶ୍ରୀ କେଦାର ନାଥ। ଭକ୍ତି ବିନୋଦ ଠାକୁରଙ୍କ ଆବିର୍ଭାବ ତିଥିରେ ତାଙ୍କ ପୂତ ଚରିତ ଓ ଅବଦାନ ବିଷୟରେ ପଣ୍ଡିତ ଗୋପବନ୍ଧୁ ପଣ୍ଡା, ଶ୍ରୀଚୈତନ୍ୟ ଗବେଷକ ଜାନକୀ ବଲ୍ଲଭ ପଟ୍ଟନାୟକ, ଯୁଧିଷ୍ଠିର ଛୁଆଳସିହ ଆଦି ପ୍ରବଚନ ଦେଇ ଥିଲେ। ଶ୍ରୀଲ ଭକ୍ତି ବିନୋଦ ଥିଲେ ସଂସ୍କାରକ। ସେ ଲୁପ୍ତ ତୀର୍ଥ ଉଦ୍ଧାର, ଶ୍ରୀ ଚୈତନ୍ଯଙ୍କ ଜନ୍ମପିଠ ଆବିଷ୍କାର, ବିଭିନ୍ନ ଭାଷାରେ ୬୦ ଟି ରୁ ଅଧିକ ସଦ୍ ଗ୍ରନ୍ଥ ରଚନା କରିଥିଲେ।ସଂକୃତ ରେ ବୀରଚିତ ଶ୍ରୀକୃଷ୍ଣ ସଂହିତା ଓ ଦତ୍ତ କୌସ୍ତୁଭମ୍ ଗ୍ରନ୍ଥ ଦ୍ବୟ ଏକତ୍ର ଅଧ୍ୟାପକ ହେମନ୍ତ କୁମାର ଦାଶଙ୍କ ଓଡ଼ିଆ ଅନୁବାଦ ଏବଂ କବୟତ୍ରି ସରୋଜିନି ଦେବୀଙ୍କ ଦ୍ଵାରା ପଦ୍ୟାକାରେ ଲିଖିତ ନିମ୍ବ ବୃକ୍ଷ୍ୟ ମହମ୍ତ୍ୟ୍ ଯେଉଁ ବୃକ୍ଷ ମୂଳରେ ଶ୍ରୀ ଚୈତନ୍ଯ ଜନ୍ମ ହୋଇଥିଲେ ନଦିଆରେ, ପୁସ୍ତକ ଦ୍ବୟ ଉନ୍ମୋଚିତ ହୋଇ ଲୋକାର୍ପିତ ହୋଇ ଥିଲା। ଏହି କାର୍ୟ କ୍ରମରେ ଶ୍ରୀ ବୋଧାୟନ୍ ମହାରାଜ, ଅନନ୍ତ ହରି ଦାସ,ବ୍ରଜ ବାବା, ଜଗଦୀଶ ପ୍ରସାଦ ପଟ୍ଟନାୟକ, ଅଶୋକ ରଣା, ଜୋଗପତି ଦାସ, ଧାରଣୀ ପ୍ରଭୁ,ଲକ୍ଷ୍ମୀଧର ପ୍ରଭୁ ଆଦି ଯୋଗ ଦେଇଥିଲେ। ଏହି ଜୟନ୍ତୀ ଉତ୍ଓ ଗ୍ରନ୍ଥ ଲୋକାର୍ପଣ୍ କର୍ୟ୍ଯକ୍ରମକୁ ସଂଘ ସମ୍ପାଦକ ଶ୍ରୀ ଜୟ ନାରାୟଣ ପଟ୍ଟନାଯକ ସଂଯୋଜନା କରି ଥିଲେ।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!