ଭୁବନେଶ୍ବର, “ଆମ ଓଡ଼ିଶା ଖବର” ଅଭିଯୁକ୍ତ ଭଗବାନ ଯାଧବକୁ ଗିରଫ କଲା ଏସ୍ଟିଏଫ୍। ଅଭିଯୁକ୍ତ ପୋଲିସକୁ ଚକ୍ମା ଦେଖାଇ ଖସି ଯାଉଥିଲା। ଭୁବନେଶ୍ବର ର ବିଭିନ୍ନ ସ୍ଥାନରେ ନିଶା ବେପାର ବେପରୁଆ ଭାବରେ କାୟା ବିସ୍ଥାର କରିଥିଲା। ଯେମିତିକି ବାଣୀବିହାର, ସହିଦନଗର, ଭୁବନେଶ୍ବର ରେଳଷ୍ଟେସନ ଅଞ୍ଚଳରେ ପଟିଆ ଅଞ୍ଚଳରେ ବ୍ରାଉନସୁଗାର ବେପାରରେ ବିରାଟ କାୟା ବିସ୍ତାର
କାରିବାରେ ଏକ ନମ୍ବର। ଭୁବନେଶ୍ବରରେ ରହୁଥିବା ଭଗବାନ ଯାଦବ ଦିର୍ଘ ଦିନରୁ ନିସା କାରବାର କରି ଆସୁଥିଲା। ଭୁବନେଶ୍ବରରେ ଦୀର୍ଘ ବର୍ଷ ହେଲା କରୁଥିବା ନିସା ବେପାର ଅଭିଯୁକ୍ତ ଯାଦବ ଏସ୍ ଟିଏଫ୍ ପଞ୍ଝାରେ ପଡିଯାଇଛି। ଅଭିଯୁକ୍ତ ନିକଟରୁ ମୋବାଇଲ୍ କିଛି ଟଙ୍କା ଜବତ କରିଛି ଏସ୍ ଟିଏଫ୍।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
ଭୁବନେଶ୍ବରରେ ୧୧ ଗ୍ରାମ୍ ବ୍ରାଉନ୍ସୁଗାର ସହିତ ନିଶା ବେପାରୀ ଗିରଫ।


More Stories
ବିକାଶ ପରିଷଦ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ l
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।
ବାର୍ଷିକପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l