
ଜଟଣୀ, “ଆମ ଓଡ଼ିଶା ଖବର” ଜଟଣୀର ସୁନାମଧନ୍ଯ ବେକ୍ତିତ୍ୱ ଶ୍ରୀ ସୁଦର୍ଶନ ସୁନ୍ଦରାଏ। ସୁଦର୍ଶନ ଜଣେ ଏକଧାରରେ ଜଟଣୀର ବିକାଶର ପ୍ରତିକ ଧାରାରେ ଲାଗିରହିଥିବା ଆଗଧାଡିର ବେକ୍ତିତ୍ୱ, ସେଥିପାଇଁ ଜଟଣୀ ବିକାଶ ପରିଷଦ ସଂଗଠନର ସାଧାରଣ ସମ୍ପାଦକ ଭାବେ କାର୍ଯ୍ଯ ରତ, ତାହାସହିତ ଜଟଣୀ ବେବସାଇ ମହାସଂଘର ଅଧ୍ୟକ୍ଷଭାବେ ବେବସାଇ ମାନେ ବାଛିନେଇଛନ୍ତି, ଏତଦବ୍ୟତୀତ ଜଟଣୀ ନଗର ବିଜେଡି ସଭାପତି ଭାବେ କାର୍ଯ୍ୟଭାର ତୁଲାଉଛନ୍ତି। ସେହି ମହାନ ବେକ୍ତିତ୍ୱଙ୍କ ଜନ୍ମଦିନରେ ଜଟଣୀ ବାସି ଶୁଭେଛା ସହିତ ଶୁଭକାମନା ଜଣାଇଛନ୍ତି। ତାଙ୍କର ଜନ୍ମ ଦିନରେ କୁଦିଆରୀ ସ୍ଥିତ ଝରଣା ମଣ୍ଡପରେ ଶତାଧିକ କର୍ମିବୃନ୍ଦ, ଶୁଭାକାଂଖି, ଯୁବଗୋଷ୍ଠୀଙ୍କ ଠାରୁନେଇ ବୁଦ୍ଧିଜୀବୀ ଓ ମହିଳା ମାନେ ଏକତ୍ରିତ ହୋଇ କେକ୍ କାଟିବା ସହିତ ତାଙ୍କର ଉତ୍ତରୋତ୍ତର ଉନ୍ନତିର କାମନା କରିଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

More Stories
ଜିଲ୍ଲା ଡେଫ ଏବଂ ଡମ ସଂଘ ତରଫରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ l
ପୋଖରୀରେ ବୁଡି ବୃଦ୍ଧ ମୃତ୍ୟୁ
ପୀତବାସ ପଣ୍ଡାଙ୍କ ମୃତ୍ୟୁରେ ଓଡ଼ିଶା ଡିଜିଟାଲ ଗଞ୍ଜାମ ମିଡିଆ ଆସୋସିଏସନ୍ ତରଫରୁ ଶୋକସଭା।