ଭବାନୀପାଟଣା, “ଆମ ଓଡ଼ିଶା ଖବର” ମାଓବାଦୀ ନାଁରେ ବାପାକୁ ଦେଲା ଧମକପୂର୍ଣ୍ଣ ଚିଠି ପୁଅ। ଟଙ୍କା ଅସୁଲ ପାଇଁ ଠିକାଦାର ବାପାଙ୍କୁ ପୁଅର ଧମକପୂର୍ଣ୍ଣ ଚିଠି। ରୁପ୍ରାରୋଡ୍ର ଜଣେ ଠିକାଦାରଙ୍କ ଏକମାତ୍ର ପୁଅ ଦେଖାଇଲା ଅଭିନବ ତରିକା। ୩୫ ଲକ୍ଷ ଦିଅ ନଚେତ୍ ପୂରା ପରିବାରକୁ ଜୀବନରୁ ମାରିଦେବା ଧମକ ଦେଇଥିଲା। ନର୍ଲା ଥାନାରେ ଅଭିଯୋଗ ହେବା ପରେ ପୋଲିସର ତଦନ୍ତରେ ଜଣାପଡିଲା, ନିଜ ପୁଅର କାରନାମା। ଠିକାଦାରଙ୍କ ପୁଅକୁ ଗିରଫ କଲା ପୋଲିସ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
ମାଓବାଦୀ ନାଁରେ ବାପାକୁ ପୁଅର ଧମକପୂର୍ଣ୍ଣ ଚିଠି।


More Stories
28ତମ କଳାହାଣ୍ଡି ଉତ୍ସବ ଘୁମୁରା – 2026 ପ୍ରସ୍ତୁତି ବୈଠକ ।
ଜିଲ୍ଳା ସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ।
ଅଙ୍ଗନୱାଡି କେନ୍ଦ୍ର ରେ କୁନି କୁନି ଛାତ୍ର ଛାତ୍ରୀ କୁ ପୁଷ୍ଟିକର ଖାଦ୍ୟ କାହାପାଇଁ l