ଭବାନୀପାଟଣା, “ଆମ ଓଡ଼ିଶା ଖବର” ମାଓବାଦୀ ନାଁରେ ବାପାକୁ ଦେଲା ଧମକପୂର୍ଣ୍ଣ ଚିଠି ପୁଅ। ଟଙ୍କା ଅସୁଲ ପାଇଁ ଠିକାଦାର ବାପାଙ୍କୁ ପୁଅର ଧମକପୂର୍ଣ୍ଣ ଚିଠି। ରୁପ୍ରାରୋଡ୍ର ଜଣେ ଠିକାଦାରଙ୍କ ଏକମାତ୍ର ପୁଅ ଦେଖାଇଲା ଅଭିନବ ତରିକା। ୩୫ ଲକ୍ଷ ଦିଅ ନଚେତ୍ ପୂରା ପରିବାରକୁ ଜୀବନରୁ ମାରିଦେବା ଧମକ ଦେଇଥିଲା। ନର୍ଲା ଥାନାରେ ଅଭିଯୋଗ ହେବା ପରେ ପୋଲିସର ତଦନ୍ତରେ ଜଣାପଡିଲା, ନିଜ ପୁଅର କାରନାମା। ଠିକାଦାରଙ୍କ ପୁଅକୁ ଗିରଫ କଲା ପୋଲିସ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
ମାଓବାଦୀ ନାଁରେ ବାପାକୁ ପୁଅର ଧମକପୂର୍ଣ୍ଣ ଚିଠି।


More Stories
ଯୁଜରାଙ୍ଗ ଠାରେ ଡ଼ଃ ଆମ୍ବେଦକର ଆସୋସିସନ ତରଫରୁ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ।
ଯାଦବ ସମ୍ବିଧାନ ମାନସ ମନ୍ଥନ କର୍ମଶାଳା- ୨୦୨୫
କୋଣାର୍କ ସୂତାକଳ ପରିଦର୍ଶନ କରିଲେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ |