କଟକ, “ଆମ ଓଡ଼ିଶା ଖବର” ଦର୍ଶକ ବନ୍ଧୁ ଫଟ ବାଉଣ୍ଡ୍ରୀକୁ ଟିକେ ନଜର ପକାନ୍ତୁ, ଏହି ବ୍ୟକ୍ତି ଜଣକ କୌଣସି ସାଧାରଣ ଲୋକ ନୁହନ୍ତି ବରଂ କଟକର ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି । ବାଲିଯାତ୍ରା ପଡିଆର ଅତିତ ଅଭିବୃଦ୍ଧିରେ ବଡ଼ ଭୂମିକା ଥିଲା ଏହି ବ୍ୟକ୍ତିଙ୍କର। ଏମିତିକି ବାଲିଯାତ୍ରାକୁ ରାଜ୍ୟ ମାନ୍ୟତା ଠାରୁ ଆରମ୍ଭ କରି ଅନେକ କିଛି ପ୍ରଚାର ପ୍ରସାରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଏହି ବ୍ୟକ୍ତି ଜଣକ। ସବୁଠାରୁ ବଡ଼ ଦୁଃଖଦ କଥା ହେଲାକି ଗତକାଲି ମଞ୍ଚ ବାଉଁଶ ପାଖରେ ଠିଆ ହୋଇଥିଲେ ନିରବଦ୍ରଷ୍ଟା ଭାବେ, ଆଜିର ଦୁନିଆ ତାଙ୍କୁ ଚିହ୍ନି ପାରିଲା ନାହିଁ। ସମ୍ମାନ ମିଳିବା ତ ବହୁତ ଦୁରର କଥା, କେହି ତାଙ୍କୁ ଜାଣିପାରିଲେ ନାହିଁ। ଏକା ଏକା ଠିଆହୋଇ ଅନୁଭବ କରୁଥିଲେ। ପଦ ନାହିଁତ ସନ୍ମାନ ନାହିଁ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ବାଡ ଯଦି ଫସଲ ଖାଇବ ତାକୁ ଜଗିବ କିଏ।
ଉତ୍କେଲା ହାଇୱ ଗାଡି ରୁ ଦୁଇ ବେଟାରୀ ଚୋରି।
ଅମ୍ଳାନ ବ୍ୟକ୍ତିତ୍ଵଙ୍କ ସ୍ମୃତି ଚାରଣ ସଭା