କଳାହାଣ୍ଡି ଜିଲ୍ଲା (ଆମ ଓଡିଶା ଖବର )ତା :-୧୭/୧୦କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ଜାତୀୟ ରାଜପଥ ଏନ ଏଚ ରାଜପଥ ୨୬ଉପରେ ଥିବା ଉତ୍କେଲା ଗ୍ରାମର ଅଗସ୍ତି ସା ଙ୍କ ହାଇୱା ଗାଡି ନମ୍ବର (OD.୧୮. K.6409.)ରୁ ଦୁଇଟି ଲିପଗାର୍ଡ ବେଟେରୀ 100hp ର ଦୃବୃତ୍ତ ମାନେ ନେଇଯାଇଥିବ ଅଭିଯୋଗ କରିଛନ୍ତି,
ସୂଚନା ମୁତାବକ,,, ଉତ୍କେଲା ଗ୍ରାମର ଅଗସ୍ତି ସା ରାଜପଥ ଏନ ଏଚ ସୁମୁଖରେ ଲାଗି ରହିଥିବା ଟାୟାର ଦୋକାନ ରୁ ସୋମବାର ରାତି ରେ କିଛି ଦୃବୁକ୍ତ ମାନେ ଆସି ଗାଡି ରୁ ବେଟେରୀ ନେଇଯାଇଥିବ ଉତ୍କେଲା ଫାଣ୍ଡି ଠାରେ ଲିଖିତ ଅଭିଯୋଗ କରିଛନ୍ତି, ବେଟେରୀ ର ମୂଲ୍ୟ ଯାହାକି ଗୋଟିଏ ବେଟେରୀ ର ଦାମ 9:500 ଟଙ୍କା ଥିବା ଜଣାପଡିଛି,
ଉତ୍କେଲା ହାଇୱ ଗାଡି ରୁ ଦୁଇ ବେଟାରୀ ଚୋରି।


More Stories
ଖଣି ବିଭାଗ ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରେ ପସିଲା ଭିଜିଲାନ୍ସ।
କଟକର ପୂର୍ବତନ ଜିଲାପାଳ ଅଲୋଡ଼ା ହୋଇ ପଡିଲେ। ଯାହାଙ୍କର ଉଦ୍ୟୋଗରେ ଗଢି ଉଠିଥିଲା କଟକ ବାଲିଯାତ୍ରା।
ବାଡ ଯଦି ଫସଲ ଖାଇବ ତାକୁ ଜଗିବ କିଏ।