ରାହାମା, “ଆମ ଓଡ଼ିଶା ଖବର” ରାହାମା ଫରେଷ୍ଟ ରେଞ୍ଜର, ରାଜେନ୍ଦ୍ର ସାମନ୍ତରାୟଙ୍କୁ ବାନ୍ଧିଲା ଓଡିଶା ଭିଜିଲାନ୍ସ। ରାଜେନ୍ଦ୍ର ନାମରେ ପୁର୍ବରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଓଡ଼ିଶା ଭିଜିଲାନ୍ସ ରେଡ୍ ବେଳେ ମିଳିଥିଲା ୫ଟି ଦାମୀ ପ୍ଲଟ୍, ବହୁତଳ କୋଠା, ନଗଦ ୩ ଲକ୍ଷ ୬୯ ହଜାର ଟଙ୍କା, ୨୫୦ ଗ୍ରାମ ସୁନା ଜବତ ୮୦ ଲକ୍ଷ ୬୮ ହଜାର ଟଙ୍କା ଜମା ରାଶିକୁ ଜବତ କରିଛନ୍ତି ଓଡ଼ିଶା ଭିଜିଲାନ୍ସର ତଦନ୍ତକାରି ଦଳ। ଉକ୍ତ ଆଧାରରେ, ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କୁ ଗିରଫ କରିଥିଲା ଓଡ଼ିଶା ଭିଜିଲାନ୍ସ ଦଳ। ତଦନ୍ତ ଯାରି ରହିଥିବା କଥା ବିଶେଷ ସୂତ୍ରରୁ ଖବର ମିଳିଛି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ବିରଳ ଅହିରାଜ ସାପ ଘର ଭିତରେଦେଖି, ଘରଲୋକ ଲୋକେ ଭୟଭୀତ।
କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା, ଆଇଆଇସି ଶ୍ରୀମତୀ ସୁକମା ହଂସଦା, ଭିଜିଲାନ୍ସ ଦ୍ବାରା ଗିରଫ।
କେନ୍ଦୁଝର ମହିଳା ମହାବିଦ୍ୟାଳୟ ଅଧ୍ୟାପିକାଙ୍କ ସନ୍ଦେହ ଜନକ ମୃତ୍ୟୁ