ରାହାମା, “ଆମ ଓଡ଼ିଶା ଖବର” ରାହାମା ଫରେଷ୍ଟ ରେଞ୍ଜର, ରାଜେନ୍ଦ୍ର ସାମନ୍ତରାୟଙ୍କୁ ବାନ୍ଧିଲା ଓଡିଶା ଭିଜିଲାନ୍ସ। ରାଜେନ୍ଦ୍ର ନାମରେ ପୁର୍ବରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଓଡ଼ିଶା ଭିଜିଲାନ୍ସ ରେଡ୍ ବେଳେ ମିଳିଥିଲା ୫ଟି ଦାମୀ ପ୍ଲଟ୍, ବହୁତଳ କୋଠା, ନଗଦ ୩ ଲକ୍ଷ ୬୯ ହଜାର ଟଙ୍କା, ୨୫୦ ଗ୍ରାମ ସୁନା ଜବତ ୮୦ ଲକ୍ଷ ୬୮ ହଜାର ଟଙ୍କା ଜମା ରାଶିକୁ ଜବତ କରିଛନ୍ତି ଓଡ଼ିଶା ଭିଜିଲାନ୍ସର ତଦନ୍ତକାରି ଦଳ। ଉକ୍ତ ଆଧାରରେ, ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କୁ ଗିରଫ କରିଥିଲା ଓଡ଼ିଶା ଭିଜିଲାନ୍ସ ଦଳ। ତଦନ୍ତ ଯାରି ରହିଥିବା କଥା ବିଶେଷ ସୂତ୍ରରୁ ଖବର ମିଳିଛି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ପକ୍ଷାଘାତ ରୋଗୀଙ୍କୁ ବାନ୍ଧି ଦେଲା ବିଷଧର ସାପ । ଦୀର୍ଘ ଦୁଇ ଘଣ୍ଟା ଧରି ବାନ୍ଧି ଧରିଥିଲା।
ବର୍ତ୍ତମାନ ସମୟର ଆହ୍ବାନ ନୈତିକ ମୂଲ୍ୟବୋଧ ଶିକ୍ଷା ଦେଲେ, ଡଃ ପ୍ରତିଭା ମହାରଥୀ।
କେନ୍ଦ୍ରସରକାରଙ୍କ ଦ୍ବାରା ପେଟ୍ରୋଲ ଡିଜେଲ୍ରୁ ରପ୍ତାନୀ ଶୁଳ୍କ ହ୍ରାସ।