
କଳାହାଣ୍ଡି ଜିଲ୍ଲା ୦୫/୦୧(ଆମ ଓଡିଶା ଖବର) କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୋକେଲେଶ୍ୱର ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଯୁଜୁରାଙ୍ଗ ଗ୍ରାମର ବାବୁଲି ସୁନା ଓ ଶଙ୍କର ନାଏକ ଙ୍କ ଅଧ୍ୟାକ୍ଷା ତାରେ ଡ଼ଃ ଆମ୍ବେଦକର ଆସୋସିସନ ତରଫରୁ ଏକ ଦିନିୟା ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଥିବା ବେଳେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ବ୍ଲକ ଚିଆଁରମେନ (ଚନ୍ଦନ ସେନାପତି) ଗୋକୁଳେଶ୍ୱର ସରପଞ୍ଚ (କେଶୁ ଲାଲ ତାଣ୍ଡି )ସମିତି ସଭ୍ୟା (ସୂର୍ଯ୍ୟକାନ୍ତି ନାଏକ )
ଯୁଜରାଙ୍ଗ ଗ୍ରାମର ଗତିଆ (ପ୍ରଦୀପ ସିଂହ )AOSCF ପୂର୍ବତନ ବ୍ଲକ ସଭାପତି ଯୁଜେଷ୍ଟି ଭଗତ ଯୋଗ ଦେଇଥିବା ବେଳେ ସମ୍ବାନିତ ଅତିଥିଭାବେ ସମାଜ ସେଵୀ ଯୁବ ସାମ୍ବାଦିକ(ପ୍ରସନ୍ନ କୁମାର ନାଏକ)ଉପସ୍ଥିତ ରହି ମଞ୍ଚରେ ମଞ୍ଚାସିନ ହୋଇଥିବା ବେଳେ ଆଠ ଗୋଟି ବଳିବଲ ଖିଲାଡୀକୁ ନେଇଁ ଖେଳ ଆରମ୍ଭ ହୋଇଥିଲା ପରେ ଫାଇନାଲ ରେ ପହଂଚି ଥିଲେ ସିରୁଲ ଓ ବ୍ରାହ୍ମଣୀ ଖେଳ ଏତେ ପଏଣ୍ଟ ରେ ଚାଲୁଥିଲା ଶେଷରେ ବ୍ରାହ୍ମଣୀ କୁ ପରାଜୟ କରି ସିରୁଲ ବିଜୟୀ ଲାଭ କରିଥିଲେ ବିଜୟୀ ଦଳ କୁ ବ୍ଲକ ଚିଆଁରମେନ ଟ୍ରଫି ଦେବା ସହ ପ୍ରଶଂସା କରିଥିଲେ ଓ ସିରୁଲ କୁ ମଧ୍ୟ୍ୟ ଟ୍ରଫି ଦେବା ଶହ ଆଉ ଆଗାମୀ ଦିନରେ ଏହା କିଛି ନୁହଁ ଆଗକୁ ହାରଜିତ ରହିଥାଏ ଆଗାମୀ ଦିନରେ ଆଉ ଆଗକୁ ଯିବବୋଲି କହିଥିଲେ ଏହି ବଳିବଲ ରେ ସହଯୋଗ କରିଥିଲେ ଦୀନବନ୍ଧୁ,ବଂଶୀଧର, ରୋହନ, ନେପାଳ, ଦୁର୍ଯ୍ୟ, ଅନାଦି, ବଳରାମ, ଦିନେଶ, ପୀତବାସ, ଓ AOSCF ର ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l

କଳାହାଣ୍ଡି ପେସାଲ ରିପୋଟର -ପ୍ରସନ୍ନ କୁମାର ନାଏକ


More Stories
ଯାଦବ ସମ୍ବିଧାନ ମାନସ ମନ୍ଥନ କର୍ମଶାଳା- ୨୦୨୫
କୋଣାର୍କ ସୂତାକଳ ପରିଦର୍ଶନ କରିଲେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ |
୧୭ ବର୍ଷରୁ କମ୍ ବୟସର ଝିଅ ଟିମ୍ କୁ ନେଇ ରାଞ୍ଚି ଯାଇଛନ୍ତି କ୍ରୀଡା ଶିକ୍ଷକ ।