ଭୁବନେଶ୍ୱର: “ଆମ ଓଡ଼ିଶା ଖବର” ପିସିଆର ବେବହାର କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ଆସିଲା କଡ଼ାକଡ଼ି ନିୟମ। ପିସିଆର ବେବହାର କରୁଥିବା ରକ୍ଷକ କର୍ମଚାରୀଙ୍କ ଉପରେ ଲାଗିଲା ଅଙ୍କୁଶ। ପ୍ରଶାସନର ନୋଟିସ୍ ଏଣିକି ନିୟମ ଖିଲାପ କଲେ ସସପେଣ୍ଡ ଏବଂ ଡିସଚାର୍ଜ ସହ ଜେଲ ଯିବାର ବେବସ୍ତା ପ୍ରଶାସନ ଆଣିଲା। ପ୍ରତେକ୍ଷ ଘଟଣାରୁ ଆସିଲା ନୁଆ ନିୟମ। ଚନ୍ଦକା ଥାନାର ପିସିଆର କର୍ମଚାରୀ ଲାଞ୍ଚ ନେବାର ପ୍ରମାଣ ମିଳିଥିଲା। ପିସିଆରରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପାଇଁ ନିୟମ କଡ଼ାକଡ଼ି ଲାଗୁ କରାଯାଉଛି। ଅବସରପ୍ରାପ୍ତ ସେନା ଧିକାରୀ ଲାଞ୍ଚ ନେଲେ ଗିରଫ ସହ ପେନସନ୍ ବନ୍ଦ। ସେହିପରି ଅନ୍ୟ ସମସ୍ତ ରକ୍ଷକ କର୍ମଚାରୀ ଧରାପଡିଲେ ଗିରଫ ସହ ଚାକିରିରୁ ବିଦା କରାଯିବାର ନିୟମ ଆସିଲା।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ପକ୍ଷାଘାତ ରୋଗୀଙ୍କୁ ବାନ୍ଧି ଦେଲା ବିଷଧର ସାପ । ଦୀର୍ଘ ଦୁଇ ଘଣ୍ଟା ଧରି ବାନ୍ଧି ଧରିଥିଲା।
ବର୍ତ୍ତମାନ ସମୟର ଆହ୍ବାନ ନୈତିକ ମୂଲ୍ୟବୋଧ ଶିକ୍ଷା ଦେଲେ, ଡଃ ପ୍ରତିଭା ମହାରଥୀ।
କେନ୍ଦ୍ରସରକାରଙ୍କ ଦ୍ବାରା ପେଟ୍ରୋଲ ଡିଜେଲ୍ରୁ ରପ୍ତାନୀ ଶୁଳ୍କ ହ୍ରାସ।