ବନ୍ଦେ ମାତରମ୍ ରାଷ୍ଟ୍ର ଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ ବ୍ଳକ ସ୍ତରୀୟ ପ୍ରଶିକ୍ଷଣ ଓ ସାମୁହିକ ଗାନ ଅନୁଷ୍ଠିତ।

ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର )ତା:- ୯-୧-୨୦୨୬
ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଜିଲ୍ଲା ପ୍ରଶାସନର ଆନୁକୁଲ୍ୟରେ ରାୟଗଡ଼ ବ୍ଳକ ତରଫରୁ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ସାମୁହିକ ଗାନ ସମ୍ପର୍କିତ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବିଡିଓ ସୁଜିତ କୁମାର ମିଶ୍ର, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ: ଅର୍ଚ୍ଚନା ପଟ୍ଟନାୟକ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଛବିଲାଲ ସିଂ ମଞ୍ଚାସୀନ ଥିଲେ ।ପ୍ରତ୍ୟେକ ଶିଶୁଙ୍କ ମନ ଓ ହୃଦୟରେ ଜାତୀୟତା ବୋଧ, ଦେଶପ୍ରେମ ସୃଷ୍ଟି କରିବା ସହିତ ସଭିଙ୍କୁ ଗୋଟିଏ ରଜୁରେ ବାନ୍ଧି ରଖିବା, ମା ଭାରତୀଦେବୀଙ୍କ ବନ୍ଦନା ସହ ମାତୃଭୂମିର ସୁରକ୍ଷା ନିମନ୍ତେ ଏହା ପ୍ରତିଟି ଭାରତୀୟଙ୍କ ରକ୍ତରେ ଦେଶପ୍ରତି ଯାପିତ କରିଥାଏ ବୋଲି ଅତିଥିବୃନ୍ଦ ମତପୋଷଣ କରିଥିଲେ । ତାଲିମ ଦାତା ଭାବେ ମହିଳା ମହାବିଦ୍ୟାଳୟର ଏନସିସି ଅଧିକାରୀ ରିତାରାଣୀ ମିଶ୍ର, ହଲୁଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ମିଶ୍ର ଓ ଶିକ୍ଷୟିତ୍ରୀ ଅର୍ଚ୍ଚନା ଦେବୀ ସିଂହ ମଞ୍ଚସୀନ ହୋଇ ତାଲିମ ପ୍ରଦାନ କରିଥିଲେ । ରାୟଗଡ ବ୍ଲକର ବିଦ୍ୟାଳୟ ଓ କଲେଜ ସ୍ତରରୁ ୨୫୧ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।
ରିତାରାଣୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ରାୟଗଡ ଜିପିଡିଓ ସ୍ମୃତିରେଖା ନାୟକ, ଶିକ୍ଷକ ନୀଳାଞ୍ଚଳ ମିଶ୍ର ଓ ପେସା ସଞ୍ଜୋଜକ ଯୋଗେନ୍ଦ୍ର ନାୟକ ଏହାର ପରିଚାଳନା କରିଥିଲେ ।
ବନ୍ଦେ ମାତରମ୍ ରାଷ୍ଟ୍ର ଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ ବ୍ଳକ ସ୍ତରୀୟ ପ୍ରଶିକ୍ଷଣ ଓ ସାମୁହିକ ଗାନ ଅନୁଷ୍ଠିତ ରାୟଗଡ଼ ତା ୯-୧-୨୦୨୬
ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଜିଲ୍ଲା ପ୍ରଶାସନର ଆନୁକୁଲ୍ୟରେ ରାୟଗଡ଼ ବ୍ଳକ ତରଫରୁ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ସାମୁହିକ ଗାନ ସମ୍ପର୍କିତ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବିଡିଓ ସୁଜିତ କୁମାର ମିଶ୍ର, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ: ଅର୍ଚ୍ଚନା ପଟ୍ଟନାୟକ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଛବିଲାଲ ସିଂ ମଞ୍ଚାସୀନ ଥିଲେ ।ପ୍ରତ୍ୟେକ ଶିଶୁଙ୍କ ମନ ଓ ହୃଦୟରେ ଜାତୀୟତା ବୋଧ, ଦେଶପ୍ରେମ ସୃଷ୍ଟି କରିବା ସହିତ ସଭିଙ୍କୁ ଗୋଟିଏ ରଜୁରେ ବାନ୍ଧି ରଖିବା, ମା ଭାରତୀଦେବୀଙ୍କ ବନ୍ଦନା ସହ ମାତୃଭୂମିର ସୁରକ୍ଷା ନିମନ୍ତେ ଏହା ପ୍ରତିଟି ଭାରତୀୟଙ୍କ ରକ୍ତରେ ଦେଶପ୍ରତି ଯାପିତ କରିଥାଏ ବୋଲି ଅତିଥିବୃନ୍ଦ ମତପୋଷଣ କରିଥିଲେ । ତାଲିମ ଦାତା ଭାବେ ମହିଳା ମହାବିଦ୍ୟାଳୟର ଏନସିସି ଅଧିକାରୀ ରିତାରାଣୀ ମିଶ୍ର, ହଲୁଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ମିଶ୍ର ଓ ଶିକ୍ଷୟିତ୍ରୀ ଅର୍ଚ୍ଚନା ଦେବୀ ସିଂହ ମଞ୍ଚସୀନ ହୋଇ ତାଲିମ ପ୍ରଦାନ କରିଥିଲେ । ରାୟଗଡ ବ୍ଲକର ବିଦ୍ୟାଳୟ ଓ କଲେଜ ସ୍ତରରୁ ୨୫୧ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।
ରିତାରାଣୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ରାୟଗଡ ଜିପିଡିଓ ସ୍ମୃତିରେଖା ନାୟକ, ଶିକ୍ଷକ ନୀଳାଞ୍ଚଳ ମିଶ୍ର ଓ ପେସା ସଞ୍ଜୋଜକ ଯୋଗେନ୍ଦ୍ର ନାୟକ ଏହାର ପରିଚାଳନା କରିଥିଲେ। ସେହିପରି ପୌରାଞ୍ଚଳର ୫୦ ଜଣଙ୍କୁ ସ୍ଥାନୀୟ ଟାଉନହଲ ଠାରେ ପୌରପାଳିକା ତରଫରୁ ତାଲିମ ପ୍ରଦାନ କରାଯାଇଥିଲା ।
ପ୍ରାରମ୍ଭରେ ରେକର୍ଡ ବଜାଇ ଓ ପରେ ପଦେ ପଦେ ବନ୍ଦେ ମାତରମ ସାମୁହିକ ଗାନକରି ପରେ ପ୍ରତି ଶବ୍ଦର ଅର୍ଥ ବ୍ୟାଖ୍ୟା କରାଯାଇଥିଲା । ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ଯା ଓ ଶିକ୍ଷାର୍ଥୀ ସୁନ୍ଦର ଓ ସାବଲୀଳ କଣ୍ଠରେ ଏହାକୁ ଗୃହରେ ପରିବେଷଣ କରିଥିଲେ । ଶେଷରେ ସମାନଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରଭାକର ମିଶ୍ର ଏହି ରାଷ୍ଟ୍ରଗୀତର ଇତିହାସ ବିଷୟରେ ଅବଗତ କରିଥିଲେ । ଆଗାମୀ ଜାନୁୟାରୀ ୧୨ ତାରିଖ ଦିନ ଜାତୀୟ ଯୁବ ଦିବସ ତଥା ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ପ୍ରତିଟି ବିଦ୍ୟାଳୟରେ ବନ୍ଦେ ମାତରମକୁ ସାମୁହିକ ଗାନ କରାଯିବ । ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରି ଶିଶୁଙ୍କୁ ପୁରସ୍କୃତ କରାଯିବ ବୋଲି ବିଡିଓ ସୁଜିତ କୁମାର ମିଶ୍ର କହିଛନ୍ତି ।
ପ୍ରାରମ୍ଭରେ ରେକର୍ଡ ବଜାଇ ଓ ପଦେ ପଦେ ବନ୍ଦେ ମାତରମ ସାମୁହିକ ଗାନକରି ପରେ ପ୍ରତି ଶବ୍ଦର ଅର୍ଥ ବ୍ୟାଖ୍ୟା କରାଯାଇଥିଲା । ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ଯା ଓ ଶିକ୍ଷାର୍ଥୀ ସୁନ୍ଦର ଓ ସାବଲୀଳ କଣ୍ଠରେ ଏହାକୁ ଗୃହରେ ପରିବେଷଣ କରିଥିଲେ । ଶେଷରେ ସମାନଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରଭାକର ମିଶ୍ର ଏହି ରାଷ୍ଟ୍ରଗୀତର ଇତିହାସ ବିଷୟରେ ଅବଗତ କରିଥିଲେ । ଆଗାମୀ ଜାନୁୟାରୀ ୧୨ ତାରିଖ ଦିନ ଜାତୀୟ ଯୁବ ଦିବସ ତଥା ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ପ୍ରତିଟି ବିଦ୍ୟାଳୟରେ ବନ୍ଦେ ମାତରମକୁ ସାମୁହିକ ଗାନ କରାଯିବ । ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରି ଶିଶୁଙ୍କୁ ପୁରସ୍କୃତ କରାଯିବ ବୋଲି ବିଡିଓ ସୁଜିତ କୁମାର ମିଶ୍ର କହିଛନ୍ତି ।
ବନ୍ଦେ ମାତରମ୍ ରାଷ୍ଟ୍ର ଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ ବ୍ଳକ ସ୍ତରୀୟ ପ୍ରଶିକ୍ଷଣ ଓ ସାମୁହିକ ଗାନ ଅନୁଷ୍ଠିତ।
ରାୟଗଡ଼ ତା ୯-୧-୨୦୨୬ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଜିଲ୍ଲା ପ୍ରଶାସନର ଆନୁକୁଲ୍ୟରେ ରାୟଗଡ଼ ବ୍ଳକ ତରଫରୁ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ସାମୁହିକ ଗାନ ସମ୍ପର୍କିତ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବିଡିଓ ସୁଜିତ କୁମାର ମିଶ୍ର, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ: ଅର୍ଚ୍ଚନା ପଟ୍ଟନାୟକ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଛବିଲାଲ ସିଂ ମଞ୍ଚାସୀନ ଥିଲେ ।ପ୍ରତ୍ୟେକ ଶିଶୁଙ୍କ ମନ ଓ ହୃଦୟରେ ଜାତୀୟତା ବୋଧ, ଦେଶପ୍ରେମ ସୃଷ୍ଟି କରିବା ସହିତ ସଭିଙ୍କୁ ଗୋଟିଏ ରଜୁରେ ବାନ୍ଧି ରଖିବା, ମା ଭାରତୀଦେବୀଙ୍କ ବନ୍ଦନା ସହ ମାତୃଭୂମିର ସୁରକ୍ଷା ନିମନ୍ତେ ଏହା ପ୍ରତିଟି ଭାରତୀୟଙ୍କ ରକ୍ତରେ ଦେଶପ୍ରତି ଯାପିତ କରିଥାଏ ବୋଲି ଅତିଥିବୃନ୍ଦ ମତପୋଷଣ କରିଥିଲେ । ତାଲିମ ଦାତା ଭାବେ ମହିଳା ମହାବିଦ୍ୟାଳୟର ଏନସିସି ଅଧିକାରୀ ରିତାରାଣୀ ମିଶ୍ର, ହଲୁଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ମିଶ୍ର ଓ ଶିକ୍ଷୟିତ୍ରୀ ଅର୍ଚ୍ଚନା ଦେବୀ ସିଂହ ମଞ୍ଚସୀନ ହୋଇ ତାଲିମ ପ୍ରଦାନ କରିଥିଲେ । ରାୟଗଡ ବ୍ଲକର ବିଦ୍ୟାଳୟ ଓ କଲେଜ ସ୍ତରରୁ ୨୫୧ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।
ରିତାରାଣୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ରାୟଗଡ ଜିପିଡିଓ ସ୍ମୃତିରେଖା ନାୟକ, ଶିକ୍ଷକ ନୀଳାଞ୍ଚଳ ମିଶ୍ର ଓ ପେସା ସଞ୍ଜୋଜକ ଯୋଗେନ୍ଦ୍ର ନାୟକ ଏହାର ପରିଚାଳନା କରିଥିଲେ ।
ସେହିପରି ପୌରାଞ୍ଚଳର ୫୦ ଜଣଙ୍କୁ ସ୍ଥାନୀୟ ଟାଉନହଲ ଠାରେ ପୌରପାଳିକା ତରଫରୁ ତାଲିମ ପ୍ରଦାନ କରାଯାଇଥିଲା ।
ପ୍ରାରମ୍ଭରେ ରେକର୍ଡ ବଜାଇ ଓ ପରେ ପଦେ ପଦେ ବନ୍ଦେ ମାତରମ ସାମୁହିକ ଗାନକରି ପରେ ପ୍ରତି ଶବ୍ଦର ଅର୍ଥ ବ୍ୟାଖ୍ୟା କରାଯାଇଥିଲା । ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ଯା ଓ ଶିକ୍ଷାର୍ଥୀ ସୁନ୍ଦର ଓ ସାବଲୀଳ କଣ୍ଠରେ ଏହାକୁ ଗୃହରେ ପରିବେଷଣ କରିଥିଲେ । ଶେଷରେ ସମାନଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରଭାକର ମିଶ୍ର ଏହି ରାଷ୍ଟ୍ରଗୀତର ଇତିହାସ ବିଷୟରେ ଅବଗତ କରିଥିଲେ । ଆଗାମୀ ଜାନୁୟାରୀ ୧୨ ତାରିଖ ଦିନ ଜାତୀୟ ଯୁବ ଦିବସ ତଥା ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ପ୍ରତିଟି ବିଦ୍ୟାଳୟରେ ବନ୍ଦେ ମାତରମକୁ ସାମୁହିକ ଗାନ କରାଯିବ । ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରି ଶିଶୁଙ୍କୁ ପୁବନ୍ଦେ ମାତରମ୍ ରାଷ୍ଟ୍ର ଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ ବ୍ଳକ ସ୍ତରୀୟ ପ୍ରଶିକ୍ଷଣ ଓ ସାମୁହିକ ଗାନ ଅନୁଷ୍ଠିତ
ରାୟଗଡ଼ ତା ୯-୧-୨୦୨୬
ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଜିଲ୍ଲା ପ୍ରଶାସନର ଆନୁକୁଲ୍ୟରେ ରାୟଗଡ଼ ବ୍ଳକ ତରଫରୁ ରାଷ୍ଟ୍ର ଗୀତ ବନ୍ଦେ ମାତରମ୍ ସାମୁହିକ ଗାନ ସମ୍ପର୍କିତ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବିଡିଓ ସୁଜିତ କୁମାର ମିଶ୍ର, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ: ଅର୍ଚ୍ଚନା ପଟ୍ଟନାୟକ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଛବିଲାଲ ସିଂ ମଞ୍ଚାସୀନ ଥିଲେ ।ପ୍ରତ୍ୟେକ ଶିଶୁଙ୍କ ମନ ଓ ହୃଦୟରେ ଜାତୀୟତା ବୋଧ, ଦେଶପ୍ରେମ ସୃଷ୍ଟି କରିବା ସହିତ ସଭିଙ୍କୁ ଗୋଟିଏ ରଜୁରେ ବାନ୍ଧି ରଖିବା, ମା ଭାରତୀଦେବୀଙ୍କ ବନ୍ଦନା ସହ ମାତୃଭୂମିର ସୁରକ୍ଷା ନିମନ୍ତେ ଏହା ପ୍ରତିଟି ଭାରତୀୟଙ୍କ ରକ୍ତରେ ଦେଶପ୍ରତି ଯାଗତ କରିଥାଏ ବୋଲି ଅତିଥିବୃନ୍ଦ ମତପୋଷଣ କରିଥିଲେ । ତାଲିମ ଦାତା ଭାବେ ମହିଳା ମହାବିଦ୍ୟାଳୟର ଏନସିସି ଅଧିକାରୀ ରିତାରାଣୀ ମିଶ୍ର, ହଲୁଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ମିଶ୍ର ଓ ଶିକ୍ଷୟିତ୍ରୀ ଅର୍ଚ୍ଚନା ଦେବୀ ସିଂହ ମଞ୍ଚସୀନ ହୋଇ ତାଲିମ ପ୍ରଦାନ କରିଥିଲେ । ରାୟଗଡ ବ୍ଲକର ବିଦ୍ୟାଳୟ ଓ କଲେଜ ସ୍ତରରୁ ୨୫୧ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।
ରିତାରାଣୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ରାୟଗଡ ଜିପିଡିଓ ସ୍ମୃତିରେଖା ନାୟକ, ଶିକ୍ଷକ ନୀଳାଞ୍ଚଳ ମିଶ୍ର ଓ ପେସା ସଞ୍ଜୋଜକ ଯୋଗେନ୍ଦ୍ର ନାୟକ ଏହାର ପରିଚାଳନା କରିଥିଲେ ।

ପ୍ରାରମ୍ଭରେ ରେକର୍ଡ ବଜାଇ ଓ ପରେ ପଦେ ପଦେ ବନ୍ଦେ ମାତରମ ସାମୁହିକ ଗାନକରି ପରେ ପ୍ରତି ଶବ୍ଦର ଅର୍ଥ ବ୍ୟାଖ୍ୟା କରାଯାଇଥିଲା । ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ଯା ଓ ଶିକ୍ଷାର୍ଥୀ ସୁନ୍ଦର ଓ ସାବଲୀଳ କଣ୍ଠରେ ଏହାକୁ ଗୃହରେ ପରିବେଷଣ କରିଥିଲେ । ଶେଷରେ ସମାନଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରଭାକର ମିଶ୍ର ଏହି ରାଷ୍ଟ୍ରଗୀତର ଇତିହାସ ବିଷୟରେ ଅବଗତ କରିଥିଲେ । ଆଗାମୀ ଜାନୁୟାରୀ ୧୨ ତାରିଖ ଦିନ ଜାତୀୟ ଯୁବ ଦିବସ ତଥା ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ପ୍ରତିଟି ବିଦ୍ୟାଳୟରେ ବନ୍ଦେ ମାତରମକୁ ସାମୁହିକ ଗାନ କରାଯିବ । ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରି ଶିଶୁଙ୍କୁ ପୁରସ୍କୃତ କରାଯିବ ବୋଲି ବିଡିଓ ସୁଜିତ କୁମାର ମିଶ୍ର କହିଛନ୍ତି ।

ସେହିପରି ଅପରାହ୍ନରେ ପୌରାଞ୍ଚଳର ୬୦ ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସ୍ଥାନୀୟ ଟାଉନହଲ ଠାରେ ପୌରପାଳିକା ତରଫରୁ ତାଲିମ ପ୍ରଦାନ କରାଯାଇଥିଲା । ମୂଖ୍ଯ ସହାୟକ ବି କିରଣ, ଆର ମଣିମଣ୍ଡିତ, ମିଲନ ଗଣନାୟକ ପ୍ରମୁଖ ଆୟୋଜନରେ ସହାୟତା କରିଥିଲେ ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।

error: Content is protected !!