ବରଗଡ ଜିଲ୍ଲା: “ଆମ ଓଡ଼ିଶା ଖବର” ବରପାଲି ପଞ୍ଚାୟତ ସମିତି ଅଧିନସ୍ଥ ଶିକ୍ଷା ଅଧିକାରୀଙ୍କ କର୍ଯାଳୟର କାର୍ଯ୍ୟରତ କନିଷ୍ଠ କିରାଣୀ ତଥା ହିସାବ ରକ୍ଷକ ରଜନୀକାନ୍ତ କର, ୬ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଭିଜିଲାନ୍ସ ହାତରେ। ଘଟଣାଟି ହେଉଛି, କନିଷ୍ଠ କରାଣୀ ତଥା ହିସାବ ରକ୍ଷକ ରଜନୀକାନ୍ତ, ବକେୟା ଦରମା ପୈଠ କରିଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦଳ ରଜନୀକାନ୍ତଙ୍କୁ କାବୁ କରିବାରେ ସଫଳ ହୋଇ ଥିଲେ, ତାହାସହିତ ଲାଞ୍ଚ ନେଇଥିବା ୬ ହଜାର ଟଙ୍କା ମଧ୍ଯ ଉଧାର କରିଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ODISHA POLICE DISTRICT HEADQUARTERS, KHORDHA.
ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟ।
ଜଙ୍ଗଲ ମଧ୍ୟରୁ ଧରାପଡିଲେ ୬ ଡକାୟତ ।