କଣ୍ଟପଡା: “ଆମ ଓଡିଶା ଖବର” କଣ୍ଟାପଡା ତହସିଲଦାରଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କଲା ଭିଜିଲାନ୍ସ ଦଳ। ଘଟଣାଟି ଜାଣନ୍ତୁ, କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ରେଡ୍ କଲେ ଭିଜିଲାନ୍ସ ଦଳ। ବାବୁ ତହସିଲଦାରଙ୍କ ଦକ୍ଷତାକୁ ସନ୍ମାନ ଦେବା, ବାବୁ କେତେ ପାରଙ୍ଗମ। ଆସନ୍ତୁ ଜାଣିବା, କଟକ, ଭୁବନେଶ୍ବର, ପୁରୀ ଓ କେନ୍ଦ୍ରାପଡ଼ାରେ ରେଡ୍ ଚାଲିଛି।

ମୋଟ ୭ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ। ଚଢାଉରେ ଅଫିସର ରହିଛନ୍ତି, ୨ ଅତିରିକ୍ତ ଏସପି, ୮ ଡିଏସପି ସମେତ ୧୧ ଜଣ ଇନ୍ସପେକ୍ଟରଙ୍କ ରେଡ୍ କାର୍ଯ୍ୟରେ ମୁତୟନ ହୋଇଛନ୍ତି। ଭୁବନେଶ୍ବର ସହିଦନଗରରୁ ୨ଟି ତିନି ମହଲା ବିଶିଷ୍ଠ କୋଠା ଘର ଠାବ କରିଛନ୍ତି ଭିଜିଲାନ୍ସ ଦଳ। ରେଡ୍ ଅବ୍ୟାହତ ରହିଛି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.