ଖୋର୍ଦ୍ଧା (ଆମ ଓଡ଼ିଶା ଖବର ) ଖୋର୍ଦ୍ଧା ତହସିଲଦାର ଙ୍କ ବିରୋଧ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ଏକତ୍ରିତ ହୋଇ ପୂଵୁସାହି ଓ ବରସାହି ପଞ୍ଚାୟତର ଶତାଧିକ ମହିଳା ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି lସ୍ଥାନୀୟ ଅଞ୍ଚଳ ଗ୍ରାମବାସୀଙ୍କ କହିବା କଥା ଖୋର୍ଦ୍ଧା ତହସିଲଦାର କାର୍ଯ୍ୟାଳୟରେ ଜମିଜମା, ଜାତି ଗତ ସାର୍ଟିଫିକେଟ, ଇନକମ ଓ ବିଭିନ୍ନ ସରକାରୀ କାର୍ଯ୍ୟରେ ସାଧାରଣ ଲୋକଟି ଗଲେ ତଳିଆ କର୍ମଚାରୀ ଅର୍ଥ ଦାବି କରୁଛନ୍ତି

l ତହସିଲଦାର ଙ୍କୁ ଏ ନେଇ ଲୋକେ ଅଭିଯୋଗ ରଖିଲେ ମଧ୍ୟ ତହସିଲଦାର ଲୋକଙ୍କୁ ଖରାପ ବ୍ୟବହାର ଓ ଗାଳି କରୁଛନ୍ତି lତହସିଲଦାର ଓ ସ୍ଥାନୀୟ ପାଇତିକିରିଆ ଆରଆଇ ସରକାରୀ ରାସ୍ତା ନଥାଇ ବିଲଡର ମାନଙ୍କୁ ଅନୁକମ୍ପା ଦେଖାଇ ଅର୍ଥ ନେଇ ଘର ବାଡ଼ି ପଟା ପ୍ରଦାନ କରୁଛନ୍ତି lଖୁଵ ଶୀଘ୍ର ତହସିଲଦାରଙ୍କୁ ଏଠାରୁ ବଦଳି କରିବା ସହ ତାଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି ସ୍ଥାନୀୟ ଗ୍ରାମବାସୀ


More Stories
ପରିବେଶ ସୁରକ୍ଷା ପାଇଁ ଏକାଠି ହେଲେ ଖବରଦାତା
ହୋଲି ରେ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ।
ଜଙ୍ଗଲ ମଧ୍ୟରୁ ଧରାପଡିଲେ ୬ ଡକାୟତ ।