ଖୋରାଧା ଜିଲ୍ଲା (ଆମ ଓଡ଼ିଶା ଖବର) ଡେଲାଙ୍ଗ ତା ୪-୩-୨୬ ଜଟଣୀ ପୌର ପରିଷଦ ଅନ୍ତର୍ଗତ ବାଛରା ପାଟଣା ର ୩୮ବର୍ଷ ବୟସର ଯୁବକ ଚିନା ରାଓ ହୋଲି ସାରି ଖଳିପୋଖରୀରେ ଗାଧୋଉ ଥିବା ସମୟରେ ବୁଡ଼ିଜାଇ ଥିଲେ। ଖବରପାଇ ପରିବାରଲୋକେ ଚିନାରାଓଙ୍କୁ ଉଦ୍ଧାରକରି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲା। ଖବର ପାଇ ଜଟଣୀ ଥାନା ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଜଣାପଡିଛି।
ଡେଲାଙ୍ଗରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡିଶା ଖବର।


More Stories
ବିକାଶ ପରିଷଦ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ l
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।
ବାର୍ଷିକପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l