କଟକ (ଆମ ଓଡ଼ିଶା ଖବର )କଟକ ଜିଲ୍ଲା ସାଲେପୁର ବ୍ଲକ୍ କିଶିନାପୁର ଗ୍ରାମରେ ପ୍ରସିଦ୍ଧ ଚାଟେଶ୍ୱର ମହାଦେବ ମନ୍ଦିରରେ ଶ୍ରୀପଞ୍ଚମୀ ତିଥିରେ ହରି ହର ଙ୍କ ପହିଲି ହୋଲି ପର୍ବ ଆଜି ଅନୁଷ୍ଠିତ ହୋଇଅଛି । ଶିବ ପାର୍ବତୀ,ରାଧା କୃଷ୍ଣ ଙ୍କୁ କୀର୍ତ୍ତନ,ଘଣ୍ଟ,ଘଣ୍ଟା,ବାଦ୍ୟ ବଜାଇ ଦୁଇଟି ବିଭାନ କୁ ବିଜେ କରାଯାଏ ।ବିଭାନରେ ବସିଲା ପରେ ଅଭିର ଲାଗି ହେବା ସହ ଭୋଗ କରାଯାଏ । ପରମ୍ପରା ଅନୁଯାୟୀ ନୂଆ ଘଣ୍ଟ ନୂଆ ଅଭିର ବ୍ୟବହାର ହୁଏ। ଏଥିରେ ମନ୍ଦିର ର ସମସ୍ତ ପୁରୋହିତ,ଅବଧାନ,ବାରିକ,ଏବଂ ସେବାୟତ ଯୋଗ ଦେଇ କାର୍ଯ୍ୟ ସମ୍ପାଦନା କରାଯାଇଥାଏ ।
କଟକ ଜଗତପୁର ରୁ ସୟଦ ମୁଜିବୁଲା ଙ୍କ ରିପୋର୍ଟ ଆମ ଓଡ଼ିଶା ଖାବର


More Stories
ସମ୍ବିଧାନ ଦିବସ ପାଳନ ସମ୍ପର୍କେ
ଖୋର୍ଦ୍ଧା ଜିଲ୍ଲା ଦୁର୍ନୀତି ନିବାରଣ ସଚେତନତା ସମାରୋହ ।
ଖିମଜି ସୁନାରୂଣ ନୂତନ ଶାଖା ଶୁଭାରମ୍ଭ l