କଟକ (ଆମ ଓଡ଼ିଶା ଖବର )କଟକ ଜିଲ୍ଲା ସାଲେପୁର ବ୍ଲକ୍ କିଶିନାପୁର ଗ୍ରାମରେ ପ୍ରସିଦ୍ଧ ଚାଟେଶ୍ୱର ମହାଦେବ ମନ୍ଦିରରେ ଶ୍ରୀପଞ୍ଚମୀ ତିଥିରେ ହରି ହର ଙ୍କ ପହିଲି ହୋଲି ପର୍ବ ଆଜି ଅନୁଷ୍ଠିତ ହୋଇଅଛି । ଶିବ ପାର୍ବତୀ,ରାଧା କୃଷ୍ଣ ଙ୍କୁ କୀର୍ତ୍ତନ,ଘଣ୍ଟ,ଘଣ୍ଟା,ବାଦ୍ୟ ବଜାଇ ଦୁଇଟି ବିଭାନ କୁ ବିଜେ କରାଯାଏ ।ବିଭାନରେ ବସିଲା ପରେ ଅଭିର ଲାଗି ହେବା ସହ ଭୋଗ କରାଯାଏ । ପରମ୍ପରା ଅନୁଯାୟୀ ନୂଆ ଘଣ୍ଟ ନୂଆ ଅଭିର ବ୍ୟବହାର ହୁଏ। ଏଥିରେ ମନ୍ଦିର ର ସମସ୍ତ ପୁରୋହିତ,ଅବଧାନ,ବାରିକ,ଏବଂ ସେବାୟତ ଯୋଗ ଦେଇ କାର୍ଯ୍ୟ ସମ୍ପାଦନା କରାଯାଇଥାଏ ।
କଟକ ଜଗତପୁର ରୁ ସୟଦ ମୁଜିବୁଲା ଙ୍କ ରିପୋର୍ଟ ଆମ ଓଡ଼ିଶା ଖାବର


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l