ଗଞ୍ଜାମ(ଆମ ଓଡିଶା ଖବର )ଜିଲ୍ଲା ବ୍ରହ୍ମପୁର ସହରର ପ୍ରତିଷ୍ଠାତା ଦେବୀ ମାଁ ବୁଢିଠାକୁରାଣୀଙ୍କ ମନ୍ଦିରରେ ଚ୍ୟେତ୍ରମାସ ତୃତୀୟପାଳୀ ମଙ୍ଗଳବାର ଦିନ ଶ୍ରଦ୍ଧାଳୁମାନେ ପଣାପାଣି ଧରି ମା’ଙ୍କ ସ୍ଥାୟୀମଣ୍ଡପକୁ ଯାଇ ପୂଜାର୍ଚ୍ଚନା କରି ମାଁଙ୍କ ଆଶିର୍ବାଦ ଲାଭ କରିଥିଲେ।
ଗଞ୍ଜାମ ରୁ ଆଦିତ୍ୟ ସାହୁ ଙ୍କ ରିପୋର୍ଟ ଆମ ଓଡିଶା ଖବର।
More Stories
ବ୍ରହ୍ମପୁରରେ ଉଦଘାଟିତ ହେଲାତୃତୀୟ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା
ତୃତୀୟ ଅନ୍ତର୍ଜାତୀୟ ବ୍ରହ୍ମପୁର ବାଣିଜ୍ୟ ମେଳା-୨୦୨୫ ।
ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ବ ଏଡସ ଦିବସ ପାଳିତ ।