ଗଞ୍ଜାମ(ଆମ ଓଡିଶା ଖବର )ଜିଲ୍ଲା ବ୍ରହ୍ମପୁର ସହରର ପ୍ରତିଷ୍ଠାତା ଦେବୀ ମାଁ ବୁଢିଠାକୁରାଣୀଙ୍କ ମନ୍ଦିରରେ ଚ୍ୟେତ୍ରମାସ ତୃତୀୟପାଳୀ ମଙ୍ଗଳବାର ଦିନ ଶ୍ରଦ୍ଧାଳୁମାନେ ପଣାପାଣି ଧରି ମା’ଙ୍କ ସ୍ଥାୟୀମଣ୍ଡପକୁ ଯାଇ ପୂଜାର୍ଚ୍ଚନା କରି ମାଁଙ୍କ ଆଶିର୍ବାଦ ଲାଭ କରିଥିଲେ।
ଗଞ୍ଜାମ ରୁ ଆଦିତ୍ୟ ସାହୁ ଙ୍କ ରିପୋର୍ଟ ଆମ ଓଡିଶା ଖବର।
More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l