ବ୍ରହ୍ମପୁର ସହରର ପ୍ରତିଷ୍ଠାତା ଦେବୀ ମାଁ ବୁଢିଠାକୁରାଣୀଙ୍କ ଯାତ୍ରା ପ୍ରତି ଦୁଇ ବର୍ଷକୁ ଥରେ ହୋଇଥାଏ। ଯେମିତି ଝିଅ ମାନେ ଶାଶୁ ଘରୁ ବାପା ଘରକୁ ଆସନ୍ତି। ଠିକ୍ ସେହିଭଳି ମାଁ ମଧ୍ୟ ଶାଶୁଘରୁ ବାପା ଘରକୁ ଆସନ୍ତି।ପ୍ରତି ଦୁଇ ବର୍ଷକୁ ଥରେ ମାଁଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ। ମାଁ ସ୍ଥାୟୀ ମଣ୍ଡପରୁ ଅସ୍ଥାୟୀ ମଣ୍ଡପକୁ ଆସନ୍ତି ଆଜି ମାଁଙ୍କ ବାପା ଦେଶବେହେରା ଘର ସାମନାରେ କାରିଗରମାନେ ମା’ଙ୍କ ଅସ୍ଥାୟୀ ମଣ୍ଡପ ସାଜସଜ୍ଜାରେ ଲାଗିପଡିଛନ୍ତି।
ଗଞ୍ଜାମ ବ୍ରହ୍ମପୁର ରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର


More Stories
ବ୍ରହ୍ମପୁରରେ ଉଦଘାଟିତ ହେଲାତୃତୀୟ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା
ତୃତୀୟ ଅନ୍ତର୍ଜାତୀୟ ବ୍ରହ୍ମପୁର ବାଣିଜ୍ୟ ମେଳା-୨୦୨୫ ।
ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ବ ଏଡସ ଦିବସ ପାଳିତ ।