ଗଞ୍ଜାମ (ଆମ ଓଡ଼ିଶା ଖବର )ବ୍ରହ୍ମପୁର ସହର ର ଆସ୍କା ରୋଡ଼ରୁ ଗେଟ୍ ବଜାର ଅଭିମୁଖେ ଆସୁଥିବା ଗୋଟିଏ କୁକୁଡ଼ା ବୋଝେଇ ପିକପ ଭ୍ୟାନ ଦ୍ରୁତ ଗତିରେ ଆସୁଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି, ସ୍ଥାନୀୟ ଲୋକ ମାନଙ୍କ କହିବା କଥା ଆସ୍କା ରୋଡ଼ରୁ ଗେଟ୍ ବଜାର ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ଦୁର୍ଘଟଣା ଘଟାଇ ଖସି ପଳାଇବା ସମୟରେ ବ୍ରହ୍ମପୁର ପୋଲିସ ଗାଡ଼ି ଏବଂ ଡ୍ରାଇଭରକୁ ଅଟକ ରଖିଛି।
ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ବ୍ରହ୍ମପୁରରେ ଉଦଘାଟିତ ହେଲାତୃତୀୟ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା
ତୃତୀୟ ଅନ୍ତର୍ଜାତୀୟ ବ୍ରହ୍ମପୁର ବାଣିଜ୍ୟ ମେଳା-୨୦୨୫ ।
ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ବ ଏଡସ ଦିବସ ପାଳିତ ।