ଗଞ୍ଜାମ (ଆମ ଓଡ଼ିଶା ଖବର )ବ୍ରହ୍ମପୁର ସହର ର ଆସ୍କା ରୋଡ଼ରୁ ଗେଟ୍ ବଜାର ଅଭିମୁଖେ ଆସୁଥିବା ଗୋଟିଏ କୁକୁଡ଼ା ବୋଝେଇ ପିକପ ଭ୍ୟାନ ଦ୍ରୁତ ଗତିରେ ଆସୁଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି, ସ୍ଥାନୀୟ ଲୋକ ମାନଙ୍କ କହିବା କଥା ଆସ୍କା ରୋଡ଼ରୁ ଗେଟ୍ ବଜାର ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ଦୁର୍ଘଟଣା ଘଟାଇ ଖସି ପଳାଇବା ସମୟରେ ବ୍ରହ୍ମପୁର ପୋଲିସ ଗାଡ଼ି ଏବଂ ଡ୍ରାଇଭରକୁ ଅଟକ ରଖିଛି।
ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l