ସିଲ୍କି ସିଟି ଇଲେକ୍ଟ୍ରିକା୍ସ ସଙ୍ଘ ( ବ୍ରହ୍ମପୁର) ର ନୂତନ ସଭାପତି ଚୟନ ନିମନ୍ତେ,ଆଗାମୀ ସଭା ରେ ନୂତନ ସଭାପତି ଚୟନ  l

ଗଞ୍ଜାମ : (ଆମ ଓଡିଶା ଖବର)18-4-2025 ସିଲ୍କିସିଟି ଇଲେକ୍ଟ୍ରିକାଲସ୍ ଡିଷ୍ଟିବୁଟର ଆଶୋସିଏସନ ବ୍ରହ୍ମପୁର ( SCEDA ) ର ମାସିକ ବୈଠକ ଶ୍ରୀ ଶ୍ରୀ ଶ୍ରୀ ମାଁ ମହୁରୀ କାଳୁଆ ଠାରେ ସଭାପତି ଧନେଶ୍ୱର ନାୟକ ଙ୍କ ଅଧକ୍ଷତା  ରେ ଅନୁଷ୍ଠିତ ହୋଇଯାଇଛି । ଆଜିର ବୈଠକରେ ସମସ୍ତ ସଭ୍ୟ ସପରିବାର ସହ ଯୋଗ ଦାନ କରିଥିଲେ। ଉକ୍ତ ସଭାରେ  ଆଶୋସିଏସନ କିପରି ଉର୍ନତି ହେବ ସେହି ବିଷୟ ରେ ଆଲୋଚନା କରାଗଲା ଯଥା –

2)ଆସନ୍ତା ବୈଠକ ରେ ଅନୁଷ୍ଠାନର ସମ୍ବିଧାନ ଅନୁଯାଇ ନିର୍ବାଚନ କରାଯିବ ଉକ୍ତ ଦିନ ସମସ୍ତ କର୍ମକର୍ତା ନିଜନିଜର ଇସ୍ତପା ପତ୍ର ନିର୍ବାଚନ ଅଧିକାରୀ ଙ୍କୁ ପ୍ରଦାନ କରିବେ ଓ ପୁନର୍ବାର ନିର୍ବାଚନ କରାଯିବ.

3)ପ୍ରତିମାସ ସଂକ୍ରାନ୍ତି ଦିନ ଚତୃଭୁଜ ଧର୍ମଶାଳା ଠାରେ ମାସିକ ବୈଠକ କରାଯିବ.

4)ଆମ ସହର ରେ ଶ୍ରୀ ଶ୍ରୀ ଶ୍ରୀ ମା ବୁଢ଼ୀ ଠାକୁରାଣୀ ବାପଘରକୁ ଆସିଥିବାରୁ ଆଶୋସିଏସନ ତରଫରୁ 2 ଦିନ ଭକ୍ତ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ ର ବ୍ୟବସ୍ଥା କରାଯିବ ସେଥିପାଇଁ ଅନୁଷ୍ଠାନ ରେ କୌଣସି ଅର୍ଥ ନିଆଯିବ ନାହିଁ ଯେଉଁ ସଭ୍ୟ ଚାହିଁବେ ଅନୁଦାନ ଦେଇ ପାରିବେ. 

5) ସେଲସ ଷ୍ଟାପ ପାଇଁ ଆଶୋସିଏସନ ରେ  ପଞ୍ଜିକରଣ ବ୍ୟବସ୍ଥା କରାଯିବ। ଉକ୍ତ ପ୍ରସ୍ତାବ ଟି କୁ ଆଶୋସିଏସନ ର ଉପଦେଷ୍ଟା ଭାବେ ପରିଚିତ ଶ୍ରୀ ରାଜ କୁମାର ସେନାପତି ଦେଇ ଥିଲେ ।

ଉକ୍ତ ସଭା ରେ ଶ୍ରୀ ହରେକୃଷ୍ଣ  ମିଶ୍ର  ସମ୍ପାଦକ,ଶ୍ରୀପି. ସଦାନନ୍ଦ  (କୋଷାଧକ୍ଷ ) ,ଶ୍ରୀ ସୁବାସ ଚନ୍ଦ୍ର ସାହୁ ସହ (ସହସମ୍ପାଦକ) ଶ୍ରୀ ରାଜ କୁମାର ସେନାପତି, ଶ୍ରୀ ସୁଶାନ୍ତ କୁମାର ପାତ୍ର ,  ଶ୍ରୀ ch. କ୍ରିଷ୍ଣା ରାଓ ପୃଷ୍ଟି, ଶ୍ରୀ ଦିବ୍ୟ ଲୋଚନ ସାହୁ, ଶ୍ରୀ ବାଲାଜୀ ପାତ୍ର, ଶ୍ରୀ କେଶବ ଚନ୍ଦ୍ର ସାବତ, ଶ୍ରୀ ରବୀନ୍ଦ୍ର ପୃଷ୍ଟି, ଶ୍ରୀ ରବୀନ୍ଦ୍ର ପଣ୍ଡା, ଶ୍ରୀ ଶ୍ରୀ ବିପିନ ଚନ୍ଦ୍ର ମହାରଣା,  ଶ୍ରୀ K. ମୋହନ ରାଓ, ଶ୍ରୀ K ତିରୁପତି ସୁବୁଦ୍ଧି,ଶ୍ରୀ ଆନନ୍ଦ ମହାରଣା ଶ୍ରୀ ଶୁଭମ  ପାଣିଗ୍ରାହୀ,, ଶ୍ରୀ  ଭେଙ୍କେଟସ ପ୍ରମୁଖ ଓ ଅନ୍ୟାନ୍ୟ ସଭ୍ୟ ମାନେ ଉପସ୍ଥିତ ରହି କାର୍ଯକ୍ରମ କୁ ସଫଳ କରିଥିବାରୁ ସଭପତି ଶ୍ରୀ ନାୟକ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଥିଲେ.

ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ

error: Content is protected !!