କଟକ (ଆମ ଓଡ଼ିଶା ଖବର )କଟକ ଜିଲ୍ଲା ସାଲେପୁର ବ୍ଲକ୍ କିସିନାପୁର ଗ୍ରାମରେ ଚାଟେଶ୍ୱର ମନ୍ଦିର ର ଅଳ୍ପ ଦୂର ସାହୁଘର ପାଖ ନାଳ ବନ୍ଧ ନିକଟରେ ଏକ କଦମ୍ବ ଗଛ ଥିଲା ଗତ ସେହି ଗଛକୁ କିଛି ଦିନ ତଳେ ଘଡ ଘଡି ମାରିଥିଲା ଗଛଟି ମରିଯାଇଥିଲା । ୩ ତାରିଖ ଦିନ କାଳ ବୈଶାଖୀ ସମୟରେ ଘଡ ଘଡି ସେହି ଗଛକୁ ଦ୍ୱିତୀୟ ଥର ମାରିଥିଲା । ଏତେ ବର୍ଷା ପରେ ବି ନିଆଁ ଲିଭିନଥିଲ ୫ ତାରିଖ ରାତି ରେ ଦେଖିଲା ବେଳକୁ ଗଛରେ ନିଆଁ ଜୋର୍ ରେ କୁହୁଲୁଛି ,ପାଖରେ ଲୋକ ମାନଙ୍କ ଘର ଥିବାରୁ ମୁଗ ବିରି ଅମଳ ପାଇଁ ଗଦା ହୋଇଥିବାରୁ ଲୋକମାନଙ୍କୁ ଭୟ ହେବାରୁ ସାଲେପୁର ଅଗ୍ନିଶମ ବିଭାଗକୁ ଡକା ଯିବାରୁ ଅଗ୍ନିଶମ କର୍ମଚାରି ଆସି ରାତ୍ରୀରେ ନିଆକୁ ଲିଭାଇଥିଲେ । ତାପରେ ଲୋକମାନେ ଆଶ୍ବସ୍ତ ହୋଇଥିଲେ ।
କଦମ ଗଛରେ କୁହୁଳୁଛି ନିଆଁ l


More Stories
Forester of Bandhbahal, arrested by Odisha Vigilance for accepting Rs 5,000 bribe.
ଦିନ ଦିପହରେ ଜାତୀୟ ରାଜପଥରେ ରାହାଜାନୀ ଓ ମରଣତ୍ମକ ଆକ୍ରମଣ l
ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ୪୦୦ ମିଟର ରାସ୍ତା କାର୍ଯ୍ୟ ନିମ୍ନ ମାନର l