ଗଞ୍ଜାମ:(ଆମ ଓଡିଶା ଖବର)ଅଦ୍ୟତା06-05-2025 ରିଖ ଦିବା 10ଘଣ୍ଟ ସ୍ରମୟରେ ମୁକୁନ୍ଦପୁର ସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଲାୟ ଠାରେ କେନ୍ଦ୍ରୀୟ ପରିଷଦ ସହ ସମସ୍ତ ମଣ୍ଡଳ ସଭାପତି ମାନଙ୍କୁ ନେଇ ଏକ ମିଳିତ ବୈଠକ କୁଳାଧିପତି ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ମହାନ୍ତି ଙ୍କ ସଭାପତିତ୍ୱରେ ଆଗତ କରାଯାଇ ସଂଗଠନ ଉପରେ ବିସ୍ତୃତ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଗଲା.। ଆଗାମୀ ଦିନରେ କିଭଳି ଭାବେ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ରେ ପ୍ରତ୍ୟେକ ଗ୍ରାମ ଠାରୁ ଆରମ୍ଭ ହୋଇ ମଣ୍ଡଳ ମାନଙ୍କରେ ଶୃଙ୍ଖଳିତ ଭାବେ ସମସ୍ତ ସଭା ସମିତି କରାଯାଇପାରିବ। ସମସ୍ତ ପରିଜନ ଙ୍କ ସମସ୍ତ ବକେୟା ଥିବା କାର୍ଯ୍ୟ କିଭଳି ଭାବେ ସୁଚାରୁରୂପେ ସମ୍ପାଦନା ହୋଇପାରିବ ତାରି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ


More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?