ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ଙ୍କ ମାତା ସରୋଜିନୀ ସାହୁଙ୍କର ଏକାଦଶାହ କାର୍ଯ୍ୟ l

ଢେଙ୍କାନାଳ (ଆମ ଓଡ଼ିଶା ଖବର )ଢେଙ୍କାନାଳ ସହର କାଂଚନ ବଜାରସ୍ଥିତ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଦୀପ କୁମାର ସାହୁଙ୍କ ମାତା ସରୋଜିନୀ ସାହୁଙ୍କ ଅଦ୍ଯ ଏକାଦଶାହ ଶ୍ରାଦ୍ଧ ମୀ ମୀନା ବଜାର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି । ସେ ୧୯୭୪ ମସିହାରେ ଜନ୍ମଗ୍ରହଣ କରି ଥିବାଦେ ବେଳେ ଗତ ୧୬ ତାରିଖରେ ୯୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ । ସେ ଜଣେ ସମାଜସେବୀ, ଧର୍ମପରାୟଣା ମହିଳା ସହିତ ମିଷ୍ଟଭାଷୀ, ସ୍ନେହୀ ଥିଲେ । ସେ ସନ୍ତୋଷୀ ମା’ଙ୍କର ଭକ୍ତ ମଧ୍ୟ ଥିଲେ । ଏହି ଏକାଦଶାହରେ ବହୁ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବଡପୁଅ ହାଡିବନ୍ଧୁ ସାହୁ, ସାନପୁଅ ଦିଲ୍ଲୀପ ସାହୁ ଏବଂ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା । ମାନ୍ୟଗଣ୍ୟ

error: Content is protected !!