ବୋଲଗଡ: “ଆମ ଓଡ଼ିଶା ଖବର” ନାରି ସୋସଣ, ନାରୀ ଯୌନ ସୋସୋଣ ଭଳି ଅନେକ କାରବାର ଗଣମାଧ୍ୟମରେ ପ୍ରଚାର, ପ୍ରସାରଣ ସହିତ ପ୍ରଶାସନର ତାଗିଦକୁ ଖାତିରି କରୁ ନାହାଁନ୍ତି କଛି ଅସଭ୍ୟ ଶିକ୍ଷକ, ଶିକ୍ଷା ନାରେ କଳଙ୍କିତ କରୁଛନ୍ତି ଶିକ୍ଷା ପରିବେଶକୁ। ଏବେ ପଦାକୁ ଆସିଛି ବଡ ଧରଣର କେଳଙ୍କାରୀ। ଘଟଣାଟି ଘଟିଛି ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟରେ। ମହାବିଦ୍ୟାଳୟର ଅଧ୍ୟାପିକା ଉକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ। ଅଭିଯୋଗ ଆଣିଲେ କଲେଜର ଜଣେ ଅଧ୍ୟାପିକାଙ୍କ ବାପା। ମହାବିଦ୍ୟାଳୟର ଅଧ୍ୟକ୍ଷ ମୋ ଝିଅକୁ ମେସେଜ ମାଧ୍ୟମରେ ପ୍ରେମ ନିବେଦନ କରୁଥିବା ନେଇ ବୋଲଗଡ ଥାନାରେ ଏତଲା ଦେଇଛନ୍ତି। ଏବେ ଦେଖିବାକୁ ରହିଲା ଥନା ଅଧିକାରୀ କିଭଳି ସମିକ୍ଷା କରୁଛନ୍ତି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.