ମାଉଣ୍ଟ ଏଭରେଷ୍ଟ ଚଢ଼ିବାରେ ପ୍ରଥମ ମହିଳା ସିଆଇଏସଏଫ ଅଧିକାରୀ ହେଲେ ଗୀତା ସାମୋଟା। ସବ୍-ଇନ୍ସପେକ୍ଟର ଗୀତା ସାମୋଟା ମେ
୧୯ ତାରିଖରେ ସଫଳତାର ସହ ଏଭରେଷ୍ଟ ପର୍ବତ ଆରୋହଣ କରିଛନ୍ତି। ରାଜସ୍ଥାନର ସିକର ଜିଲ୍ଲାର ଚକ୍ ଗାଁରେ ଗୀତା ଜନ୍ମଗ୍ରହଣ କରିଥିଲେ। ଗୀତା ୨୦୧୧ ମସିହାରେ ସିଆଇଏସଏଫରେ ଯୋଗ ଦେଇଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।
ରାଜସ୍ଥାନର ଝିଅ ଦେଖାଇଲେ ନିଜର ପାରଦର୍ଶିତା।


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।