ଗଞ୍ଜାମ:- (ଆମ ଓଡିଶା ଖବର)ଆସିକା ବ୍ଳକ ଅନ୍ତର୍ଗତ ଜୟପୁର ପଞ୍ଚାୟତ ଅଫିସ ନିକଟ ପୋଖରୀ ହିଡ ଉପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵ ଜଳବାୟୁ ର ଘୋରପରିବର୍ତ୍ତନ ଯୋଗୁଁ ପରିବେଶର ସନ୍ତୁଳନ ବିଗିଡ଼ି ବାରେ ଲାଗିଛି। ପରିବେଶ ଭାରସାମ୍ୟ ହରାଉଥିବାରୁ ସନ୍ତୁଳନ ନିମନ୍ତେ ବୃକ୍ଷ ରୋପଣ ନିହାତି ଆବଶ୍ୟକ।ସମଗ୍ର ବିଶ୍ୱ ର ପରିବେଶ ବିଗୁଡିଥିବାରୁ ବୃକ୍ଷ ରୋପଣ ନିହାତି ଆବଶ୍ୟକ। ଏହି କାର୍ଯ୍ୟକ୍ରମରେ ସମଗ୍ର ବିଶ୍ୱ ବୃକ୍ଷ ରୋପଣ କରିବା ନିହାତି ଆବଶ୍ୟକ। ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ନିମନ୍ତେ ବୃକ୍ଷ ରୋପଣ ନିତାନ୍ତ ଆବଶ୍ୟକ। ଏହି କାର୍ଯ୍ୟକ୍ରମ ସାରା ବିଶ୍ବପାଳନ କରୁଛି।ଆମ ଭାରତ ବର୍ଷରେ ଆଜି ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ସମଗ୍ର ଅଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଛି ଇତ୍ୟବସରରେ ଜୟପୁର ପଞ୍ଚାୟତ ଅଫିସ ନିକଟ ପୋଖରୀ ହିଡ ଉପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସରପଞ୍ଚ ଲକ୍ଷ୍ମି ବେହାରା,ପି.ଇ.ଓ.ଶୁଶାନ୍ତ କୁମାର ଭୂୟାଁ,ଏ.ଡି.ଓ.ରବି ନାରାୟଣ ପ୍ରଧାନ, ଯୋଗାଣ ସହାୟକ ସୁଶ୍ରୀ ବିଷ୍ଣୁ ପ୍ରିୟା ରାଉତ , ଯଜ୍ଞ ରାଓ ଦୋରା ଓ ଗ୍ରାମ ର କିଛି ଲୋକଙ୍କ ଗହଣ ରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ


More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?