ଗଞ୍ଜାମ ଜିଲ୍ଲା ଆମ (ଆମ ଓଡ଼ିଶା ଖବର) ଗଞ୍ଜାମ ଜିଲ୍ଲା ଚମାଖଣ୍ଡୀ ମୂଖ୍ୟ ରାଜପଥ ନିକଟରେ ଦୁଇଟି କାର ମଧ୍ୟରେ ସଡ଼କ ଦୁର୍ଘଟଣାରେ କାର ଦୁଇଟି ଜଳି ଯାଇଛି
ସେଠାରେ ଚମାଖଣ୍ଡୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।କାରରେ ଯାତ୍ରା ଯାତ୍ରୀମାନଙ୍କୁ କିଛି ଦୁର୍ଘଟଣା ଗ୍ରସ୍ତ ହୋଇନଥିବା ପୋଲିସ ପକ୍ଷରୁ ଜଣାପଡିଛି।
ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।
ଗଞ୍ଜାମ ଜିଲ୍ଲା ଚମାଖଣ୍ଡୀ ମୂଖ୍ୟ ରାଜପଥ ନିକଟରେ ଦୁଇଟି କାର ମଧ୍ୟରେ ସଡ଼କ ଦୁର୍ଘଟଣା।

More Stories
ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ
ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ l
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ