ଗଞ୍ଜାମ ଜିଲ୍ଲା ଆମ (ଆମ ଓଡ଼ିଶା ଖବର) ଗଞ୍ଜାମ ଜିଲ୍ଲା ଚମାଖଣ୍ଡୀ ମୂଖ୍ୟ ରାଜପଥ ନିକଟରେ ଦୁଇଟି କାର ମଧ୍ୟରେ ସଡ଼କ ଦୁର୍ଘଟଣାରେ କାର ଦୁଇଟି ଜଳି ଯାଇଛି
ସେଠାରେ ଚମାଖଣ୍ଡୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।କାରରେ ଯାତ୍ରା ଯାତ୍ରୀମାନଙ୍କୁ କିଛି ଦୁର୍ଘଟଣା ଗ୍ରସ୍ତ ହୋଇନଥିବା ପୋଲିସ ପକ୍ଷରୁ ଜଣାପଡିଛି।
ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।
ଗଞ୍ଜାମ ଜିଲ୍ଲା ଚମାଖଣ୍ଡୀ ମୂଖ୍ୟ ରାଜପଥ ନିକଟରେ ଦୁଇଟି କାର ମଧ୍ୟରେ ସଡ଼କ ଦୁର୍ଘଟଣା।


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l