ଖଲ୍ଲିକୋଟ, (ଆମ ଓଡିଶା ଖବର): ଚୋରା ଗଞ୍ଜେଇ ବେପାରରେ ମଥୁରା ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ତାଙ୍କ ଦିଅରଙ୍କ ସହ ଖଲ୍ଲିକୋଟ ବିଧାୟକ ଙ୍କ ଫଟୋ କୁ ସଂଯୋଗ କରି ସୋସିଆଲ ମିଡ଼ିଆରେ ଅପପ୍ରଚାର କୁ ନେଇ ବୁଧବାର ରାତି ୯ ଟା ସମୟରେ ଖଲ୍ଲିକୋଟ ସ୍ଥିତ ବିଧାୟକଙ୍କ ବାସ ଭବନରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମିଥ୍ୟା ଖବର ପରିବେଷଣ ଯୋଗୁଁ ସାଧାରଣରେ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଥିବାରୁ ବଜ୍ରକିଳା ସମ୍ପାଦକ ଙ୍କ ବିରୋଧ ରେ କୋଟିଏ ଟଙ୍କା ର ମାନହାନି ମୋକଦ୍ଦମା କରିବେ ବୋଲି ବିଧାୟକ ଶ୍ରୀ ସେଠୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ରେ
ସୋସିଆଲ ମିଡ଼ିଆରେ ଅପପ୍ରଚାର କୁ ନେଇ ଖଲ୍ଲିକୋଟ ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀ

More Stories
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ
କୁକୁଡ଼ାଖଣ୍ଡି ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମହା ଦୁର୍ନୀତିରେଜିଷ୍ଟ୍ରି କାମ ପାଇଁ ସାଧାରଣ ଲୋକ ହେଉଛନ୍ତି ନିର୍ଦୟ ଶୋଷଣର ସିକାର ।
ପ୍ରାଣନାଥ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ସାଇନ୍ସ ସେମିନାର।